ରିଓରୁ ବାଦ୍‌ ପଡିଲେ ହୀନା

ରିଓ ଡି ଜେନେରିଓ: ୨୫ ମିଟର ମହିଳା ପିସ୍ତଲ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ୩୦ ତମ ସ୍ଥାନରେ ରହି ଅଲିମ୍ପିକ୍‌ ଅଭିଯାନ ଶେଷ କରିଛନ୍ତି ଭାରତୀୟ ସୁଟର ହୀନା ସିଦ୍ଧୁ। ସେ ୬୦୦ରୁ ମୋଟ ୫୭୬ ସ୍କୋର କରି ବିଦାୟ ନେଇଛନ୍ତି। ରବିବାର ଦିନ ରିଓ ଡି ଜେନେରିଓର ଅଲିମ୍ପିକ୍‌ ସୁଟିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଭାରତୀୟ ସୁଟର ହୀନା ସିଦ୍ଧୁ ଅସଫଳ ହୋଇଥିଲେ। ହୀନା […]

hina sindu

hina sindu

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:47 PM IST

Sports

Latest News

ରିଓ ଡି ଜେନେରିଓ: ୨୫ ମିଟର ମହିଳା ପିସ୍ତଲ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ୩୦ ତମ ସ୍ଥାନରେ ରହି ଅଲିମ୍ପିକ୍‌ ଅଭିଯାନ ଶେଷ କରିଛନ୍ତି ଭାରତୀୟ ସୁଟର ହୀନା ସିଦ୍ଧୁ।

ସେ ୬୦୦ରୁ ମୋଟ ୫୭୬ ସ୍କୋର କରି ବିଦାୟ ନେଇଛନ୍ତି।

ରବିବାର ଦିନ ରିଓ ଡି ଜେନେରିଓର ଅଲିମ୍ପିକ୍‌ ସୁଟିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଭାରତୀୟ ସୁଟର ହୀନା ସିଦ୍ଧୁ ଅସଫଳ ହୋଇଥିଲେ। ହୀନା ୧୪ ତମ ସ୍ଥାନରେ ରହି ଫାଇନାଲକୁ ଯିବାରେ ଅସମର୍ଥ ହୋଇଥିଲେ। ଏହି ରାଉଣ୍ଡର ପ୍ରଥମ ୮ ଜଣ ସୁଟର ଫାଇନାଲକୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story