କମନୱେଲ୍‌ଥ ସୁଟିଂରେ ଭାରତର ହିନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବ୍ରିସବେନ୍‌ରେ ଚାଲିଥିବା କମନୱେଲ୍‌ଥ ସୁଟିଂ ଚାମ୍ପିଅନସିପରେ ଭାରତର ହିନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣ। ମହିଳା ବର୍ଗର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ହିନା ସିଦ୍ଧୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଅଷ୍ଟ୍ରେଲିଆର ଏଲିନା ଗାଲିଆବୋଭିଚଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ସିଦ୍ଧୁ। ସେହିପରି ପୁରୁଷ ବର୍ଗର ୧୦ ମିଟର ଏୟାର ରାଇଫଲରେ ଭାରତର ଦୀପକ କୁମାର ବ୍ରୋଞ୍ଜ ଜିତିଛନ୍ତି। ଲଣ୍ଡନ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଗଗନ ନାରଙ୍ଗ ଏହି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ […]

Heena_Sidhu_AP765

Heena_Sidhu_AP765

Rakesh Mallick
  • Published: Tuesday, 31 October 2017
  • Updated: 31 October 2017, 05:49 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବ୍ରିସବେନ୍‌ରେ ଚାଲିଥିବା କମନୱେଲ୍‌ଥ ସୁଟିଂ ଚାମ୍ପିଅନସିପରେ ଭାରତର ହିନା ସିଦ୍ଧୁଙ୍କୁ ସ୍ୱର୍ଣ୍ଣ। ମହିଳା ବର୍ଗର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ହିନା ସିଦ୍ଧୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଅଷ୍ଟ୍ରେଲିଆର ଏଲିନା ଗାଲିଆବୋଭିଚଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ସିଦ୍ଧୁ। ସେହିପରି ପୁରୁଷ ବର୍ଗର ୧୦ ମିଟର ଏୟାର ରାଇଫଲରେ ଭାରତର ଦୀପକ କୁମାର ବ୍ରୋଞ୍ଜ ଜିତିଛନ୍ତି। ଲଣ୍ଡନ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ଗଗନ ନାରଙ୍ଗ ଏହି ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ମାସରେ ସିଦ୍ଧୁ ଏବଂ ଜିତୁ ରାୟଙ୍କ ଯୋଡି ନୂଆଦିଲ୍ଲୀରେ ଅନୁଷ୍ଠିତ ISSF ବିଶ୍ୱ କପରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story