ରବିବାର ଭାରତ-ଅଷ୍ଟ୍ରେଲିଆ ସିରିଜ୍‌ ଡିସାଇଡର: ହାଇସ୍କୋରିଂ ମ୍ୟାଚ୍‌ ଅପେକ୍ଷାରେ ଦର୍ଶକ

ବେଙ୍ଗାଲୁରୁ: ଆଉ ଏକ ସିରିଜ୍‌ କବଜା କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ସିରିଜ ଜିତିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଡିସାଇଡର ମ୍ୟାଚ ଖେଳିବାକୁ ମଇଦାଦନକୁ ଓହ୍ଲାଇବ। ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିବା ବେଳେ ରାଜକୋଟରେ ଟିମ୍‌ ଇଣ୍ଡିଆ ରାଜକୀୟ ବିଜୟ ହାସଲ କରି ଜବରଦସ୍ତ କମବ୍ୟାକ୍‌ କରିଛି। ରାଜକୋଟ ଭଳି ଆସନ୍ତାକାଲି ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ପିଚ୍‌ ବ୍ୟାଟସମ୍ୟାନଙ୍କୁ […]

d

d

Hemant Lenka
  • Published: Saturday, 18 January 2020
  • Updated: 18 January 2020, 05:22 PM IST

ବେଙ୍ଗାଲୁରୁ: ଆଉ ଏକ ସିରିଜ୍‌ କବଜା କରିବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ। ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷ ସିରିଜ ଜିତିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ଡିସାଇଡର ମ୍ୟାଚ ଖେଳିବାକୁ ମଇଦାଦନକୁ ଓହ୍ଲାଇବ। ୩ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିବା ବେଳେ ରାଜକୋଟରେ ଟିମ୍‌ ଇଣ୍ଡିଆ ରାଜକୀୟ ବିଜୟ ହାସଲ କରି ଜବରଦସ୍ତ କମବ୍ୟାକ୍‌ କରିଛି।

ରାଜକୋଟ ଭଳି ଆସନ୍ତାକାଲି ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଇବ। ଏମ ଚିନାସ୍ୱାମୀ ଷ୍ଟାଡିୟମରେ ସର୍ବଦା ରନ ବର୍ଷା ହୁଏ। ତେଣୁ ଆସନ୍ତାକାଲି ଦର୍ଶକେ ସିରିଜ୍‌ ଡିସାଇଡର ସାଙ୍ଗକୁ ହାଇସ୍କୋରିଂ ମ୍ୟାଚ୍‌ ଦେଖିବାକୁ ପାଇବେ।

ମୁମ୍ବାଇରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଠାରୁ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା। କିନ୍ତୁ ରାଜକୋଟରେ ୩୬ ରନ୍‌ର ବିଜୟ ହାସଲ କରିଛି। ଏବେ ସିରିଜ୍‌ ୧-୧ରେ ବାରବର ରହିଛି। ପ୍ରଥମ ମ୍ୟାଚ୍‌ରେ ଦଳ ଏକାଧିକ ପରୀକ୍ଷା ନୀରିକ୍ଷା କରିଥିଲା। ଯାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟକ୍ରମ ବ୍ୟାଟସମ୍ୟାନ ପୁଣି ଫ୍ଲପ ହୋଇଥିଲେ। ହେଲେ କେଏଲ ରାହୁଲଙ୍କ ୫୨ ବଲରେ ୮୦ ସାଙ୍ଗକୁ ଓପନର ଶିଖର ଧୱନଙ୍କ ୯୬ ଓ ବିରାଟ କୋହଲିଙ୍କ ୭୮ ରନର ଇନିଂସ ବଳରେ ଦଳ ୩୪୦ ରନର ବିଶାଲ ସ୍କୋର କରିଥିଲା।

ତେବେ ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ବିଫଳତା ଦଳକୁ ସାମାନ୍ୟ ଚିନ୍ତାରେ ପକାଇଛି। ସେହିପରି ବୋଲିଂ ବାହିନୀ ଏଯାଏ ନିଜର ପ୍ରଭାବ ବିସ୍ତାର କରିପାରି ନାହିଁ। ଦଳ ଅବସ୍ୟ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆର ସମସ୍ତ ୧୦ଟି ଯାକ ୱିକେଟ ଦଖଲ କରିଥିଲା। ହେଲେ ୩୦୪ ରନ୍ ବ୍ୟୟ କରିଛି। କୁଲଦୀପ ଯାଦବ ୩୮ତମ ଓଭରରେ ହିଁ ଦୁଇଟି ୱିକେଟ ପାଇଥିଲେ। ବୁମ୍ରା କଞ୍ଜୁସି ବୋଲିଂ କରୁଥିଲେ ହେଁ ୱିକେଟ ନେଇ ପାରୁନାହାନ୍ତି। ମହମ୍ମଦ ଶାମି ୱିକେଟ ପାଇଥିଲେ ହେଁ ଓଭର ପିଛା ୭ରୁ ଅଧିକ ରନ ବ୍ୟୟ କରୁଛନ୍ତି।

ନଭଦୀପ ସୈନିଙ୍କ ପାଖରେ ଅଭିଜ୍ଞତାର ଅଭାବ ରହିଥିବା ତାଙ୍କ ବୋଲିଂରୁ ସ୍ପଷ୍ଟ ଜଣାପଡ଼ୁଛି। ରବୀନ୍ଦ୍ର ଜାଡେଜା ୨ଟି ୱିକେଟ ନେଇଥିଲେ। ହେଲେ ସେ ମଧ୍ୟ ଓଭର ପିଛା ୬ରୁ ଅଧିକ ରନ ଖର୍ଚ୍ଚ କରିଛନ୍ତି। ଏଭଳି ସ୍ଥିତିରେ ଦଳକୁ ଆସନ୍ତାକାଲି ନିଜର ବୋଲିଂ ରଣନୀତିକୁ ଦୃଢ଼ କରିବାକୁ ପଡ଼ିବ।

ମନୀଷ ପାଣ୍ଡେଙ୍କ ବଦଳରେ କେଦାର ଯାଦବ ବିକଳ୍ପ ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇପାରନ୍ତି। ଏହି ଗୋଟିଏ ପରିବର୍ତ୍ତନ ବ୍ୟତୀତ ଆଉ କିଛି ବଦଳିବାର ସମ୍ଭାବନା କମ। ଦ୍ୱିତୀୟ ଦିନିକିଆରେ ଶିଖର ଓ ରୋହିତ ଆହତ ହୋଇଥିଲେ। ଏହି ଦୁଇ ଜଣ ଯଦି ଆସନ୍ତାକାଲି ଫିଟ ନହୁଅନ୍ତି, ତା’ହେଲେ ଦଳ ପୂରା ଚାପରେ ରହିବ। ଏଭଳି ସ୍ଥିତିରେ ଲାଇନ ଅପରେ କାହାକୁ ସୁଯୋଗ ଦିଆଯିବ, ତା’ହା ସବୁଠାରୁ ବଡ଼ ପ୍ରଶ୍ନ। ଦୁଇଟି ଯାକ ମ୍ୟାଚ୍‌ ଭଳି ଆସନ୍ତାକାଲି କେଏଲ ରାହୁଲ ହିଁ ୱିକେଟ କିପିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆ ଗତବର୍ଷ ଫେବୃଆରୀ ମାସରେ ଭାରତ ଗସ୍ତରେ ଆସି ସିରିଜ ଜିତିଥିଲା। ତେଣୁ ଆସନ୍ତାକାଲି ଯଦି ଦଳ ମ୍ୟାଚ୍ ଜିତି ନେବ, ତା’ହେଲେ ଟିମ୍ ଇଣ୍ଡିଆ ନିଜ ମାଟିରେ ଅଷ୍ଟ୍ରେଲିଆ ଠାରୁ ଲଗାତାର ଦୁଇଟି ସିରିଜ ହାରିବାର ଲଜ୍ଜାଜନକ ରେକର୍ଡର ଅଧିକାରୀ ହେବ। ତେଣୁ ଟିମ୍ ଇଣ୍ଡିଆ ପୂରା ଦମରେ ଆସନ୍ତାକାଲି ମ୍ୟାଚ ଜିତିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ଟିମ୍ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଦ୍ୱିତୀୟ ମ୍ୟାଚରେ ମଧ୍ୟ ଦଳ ଲଢ଼େଇ କରିଥିଲା। ଫିଞ୍ଚ, ୱାର୍ଣ୍ଣର ଓ ସ୍ମିଥ ଫର୍ମରେ ରହିଛନ୍ତି। ଏହି ୩ ଖେଳାଳିଙ୍କ ବ୍ୟତୀତ ମାର୍ନସ ଲାବୁଶେନ ଓ ଆଷ୍ଟନ ଆଗର ମଧ୍ୟ ମ୍ୟାଚ୍‌ ବିଜୟୀ ପାଳି ଖେଳିବାରେ ଦକ୍ଷ। ଦ୍ୱିତୀୟ ଦିନିକିଆରେ ମିଚେଲ ଷ୍ଟାର୍କ ୱିକେଟ ନ ପାଇବା, ଦଳର ଚିନ୍ତା ବଢ଼ାଇଛି।

ସେହିପରି ସେ ଓଭର ପିଛା ୬ରୁ ଅଧିକ ରନ୍ ବ୍ୟୟ କରିଥିଲେ। ଆସନ୍ତାକାଲି ଦଳ ଏହା ଉପରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇବ। ଅଷ୍ଟ୍ରେଲିଆ ତା’ର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା କମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story