ହକି ଇଣ୍ଡିଆ ଲିଗ୍: ୬-୪ରେ ମୁମ୍ବାଇକୁ ହରାଇଲା କଳିଙ୍ଗ ଲାନସର୍ସ

ମୁମ୍ବାଇ: ହକି ଇଣ୍ଡିଆ ଲିଗରେ କଳିଙ୍ଗ ଲାନସର୍ସ ରବିବାର ତୃତୀୟ ବିଜୟ ହାସଲ କରିଛି।  ଆଜି ମୁମ୍ବାଇରେ ଖେଳା ଯାଇଥିବା ପଞ୍ଚମ ରାଉଣ୍ଡ ଲିଗ୍ ମ୍ୟାଚରେ କଳିଙ୍ଗ ଲାନସର୍ସ, ଦବଙ୍ଗ ମୁମ୍ବାଇକୁ ୬-୪ରେ ପରାସ୍ତ କରିଛି।

ମ୍ୟାଚର ୨୦ ମିନିଟରେ ଗୁରଜିନ୍ଦର ସିଂହ ଓ ୨୮ ତମ ମିନିଟରେ ଆଦମ୍ ଡିକ୍ସନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ରୂପାନ୍ତରିତ କରି ପ୍ରଥମାର୍ଦ୍ଧ ସୁଦ୍ଧା ଦଳକୁ ୨-୦ରେ ଆଗୁଆ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଲଳିତ ଉପାଧ୍ୟାୟ ଏକ ପିଲ୍ଡ ଗୋଲ ସ୍କୋର କରି ଦଳକୁ ୪-୦ରେ ଆଗୁଆ କରିଥିଲେ। ଏହାପରେ ଦବଙ୍ଗ ମୁମ୍ବାଇ ଦୁଇଟି ଫିଲ୍ଡ ଗୋଲ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲା। ତେବେ ୫୫ତମ ମିନିଟରେ କଳିଙ୍ଗ ଲାନସର୍ସର କ୍ୟାସପର ଫିଲ୍ଡ ଗୋଲ ଦଳକୁ ୬-୪ରେ ବଜୟୀ କରିଥିଲେ।

ଏହି ବିଜୟ ସହ କଳିଙ୍ଗ ଲାନସର୍ସ ୫ ପଏଣ୍ଟ ହାସଲ କରିଛି। ଦଳ ୫ଟି ମ୍ୟାଚରୁ ୩ଟି ବିଜୟ ସହ ୧୭ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନିତ ହୋଇଛି।

ଆହୁରି ପଢ଼ନ୍ତୁ

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା