ଏଚଆଇଏଲ: ଆଜି କଳିଙ୍ଗ ଲାନସର୍ସ- ରାଞ୍ଚି ରେଜ ମୁକାବିଲା

ରାଞ୍ଚି: ଆଜି ରାଞ୍ଚିରେ ହକି ଇଣ୍ଡିଆ ଲିଗର ୧୦ମ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ରାଞ୍ଚି ରେଜ୍ ମଧ୍ୟରେ ଖେଳାଯିବ। ଚଳିତ ସିଜିନରେ ରାଞ୍ଚି ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟୁଛି। ଏହି ମ୍ୟାଚ୍  ରାଞ୍ଚିରେ ସନ୍ଧ୍ୟା ୬ଟାରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଦୁଇ ଦିନ ହେଲା ପ୍ରାକ୍ଟିସ ଜାରି ରଖିଛନ୍ତି। ଏହି ମ୍ୟାଚ ଜିତିବାକୁ ଉଭୟ ଦଳ ବେଶ ଚେଷ୍ଟା କରିବେ।

କଳିଙ୍ଗ ଲାନସର୍ସ ୩ଟି ମ୍ୟାଚରୁ ୨ଟି ମ୍ୟାଚରେ ବିଜୟୀ ହୋଇ ୧୧ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି। ରାଞ୍ଚି ରେଜ୍ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୧ ପଏଣ୍ଟ  ସହ ତାଲିକାର ଟେବୁଲର ଚତୁର୍ଥ ସ୍ଥାନରେ ରହିଛି।

କଳିଙ୍ଗ ଲାନସର୍ସ ପ୍ରଥମ ମ୍ୟାଚରେ ୟୁପି ୱିଜାର୍ଡସ ଠାରୁ ୮-୬ରେ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦବଙ୍ଗ ମୁମ୍ବାଇକୁ ୨-୪ରେ ଓ ତୃତୀୟ ମ୍ୟାଚରେ ୟୁପିକୁ ୨-୧୦ରେ ହରାଇଥିଲା।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ରାଞ୍ଚି ୦-୨ରେ ଜେପି ପଞ୍ଜାବ ୱାରିଅରଠାରୁ ହାରିଥିବା ବେଳେ ୟୁପି ୱିଜାର୍ଡସ ଠାରୁ ୪-୨ରେ ଓ ଦିଲ୍ଲୀଠାରୁ ୧-୨ରେ ଜିତିଛି ।

ପ୍ରଥମ ମ୍ୟାଚରେ ରାଞ୍ଚି ୦-୨ରେ ଜେପି ପଞ୍ଜାବ ୱାରିଅରଠାରୁ ହାରିଥିବା ବେଳେ ୟୁପି ୱିଜାର୍ଡସ ଠାରୁ ୪-୨ରେ ଓ ଦିଲ୍ଲୀଠାରୁ ୧-୨ରେ ଜିତିଛି ରାଞ୍ଚି।

 

ଆହୁରି ପଢ଼ନ୍ତୁ

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ