ହକି ଇଣ୍ଡିଆ ଲିଗ୍‌: କଳିଙ୍ଗ ଲାନ୍ସର୍ସ ୪-୨ ଗୋଲରେ ବିଜୟୀ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ଦ୍ୱିତୀୟ ମ୍ୟାଚରେ କଳିଙ୍ଗ ଲାନ୍ସର୍ସ ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ରାଞ୍ଜି ରେଜ୍‌କୁ ୪-୨ଗୋଲରେ ପରାସ୍ତ କରିଛି କଳିଙ୍ଗ ଲାନ୍ସର୍ସ। ଅଷ୍ଟ୍ରେଲିଆନ ଷ୍ଟ୍ରାଇକର ଗ୍ଲେନ୍‌ ଟୁର୍ଣ୍ଣନର କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଖେଳ ଆରମ୍ଭର ୪୩ ମିନିଟ୍‌ ଓ ୫୦ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ। ଗତକାଲି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କଳିଙ୍ଗ ଲାନ୍ସର୍ସ ୧-୦ ଗୋଲରେ ଦିଲ୍ଲୀ ୱେଭ୍‌ ରାଇଡର୍ସକୁ ପରାସ୍ତ କରିଥିଲା। ମ୍ୟାଚରେ ଏକମାତ୍ର ପେନାଲଟି କର୍ଣ୍ଣରକୁ ଲାନ୍ସର୍ସ […]

Kalinga_Lancers

Kalinga_Lancers

Rakesh Mallick
  • Published: Monday, 23 January 2017
  • Updated: 23 January 2017, 10:40 PM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ଦ୍ୱିତୀୟ ମ୍ୟାଚରେ କଳିଙ୍ଗ ଲାନ୍ସର୍ସ ବିଜୟୀ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍‌ରେ ରାଞ୍ଜି ରେଜ୍‌କୁ ୪-୨ଗୋଲରେ ପରାସ୍ତ କରିଛି କଳିଙ୍ଗ ଲାନ୍ସର୍ସ। ଅଷ୍ଟ୍ରେଲିଆନ ଷ୍ଟ୍ରାଇକର ଗ୍ଲେନ୍‌ ଟୁର୍ଣ୍ଣନର କଳିଙ୍ଗ ଲାନ୍ସର୍ସ ପକ୍ଷରୁ ଖେଳ ଆରମ୍ଭର ୪୩ ମିନିଟ୍‌ ଓ ୫୦ ମିନିଟ୍‌ରେ ଦୁଇଟି ଗୋଲ ଦେଇଥିଲେ।

ଗତକାଲି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ କଳିଙ୍ଗ ଲାନ୍ସର୍ସ ୧-୦ ଗୋଲରେ ଦିଲ୍ଲୀ ୱେଭ୍‌ ରାଇଡର୍ସକୁ ପରାସ୍ତ କରିଥିଲା। ମ୍ୟାଚରେ ଏକମାତ୍ର ପେନାଲଟି କର୍ଣ୍ଣରକୁ ଲାନ୍ସର୍ସ ଗୋଲରେ ପରିଣତ କରିଥିଲା। ଅନ୍ୟପକ୍ଷରେ ୬ଟି ପେନାଲଟି କର୍ଣ୍ଣର ପାଇଥିବା ରାଇଡର୍ସ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos