ଏଚ୍‌ଆଇଏଲ୍‌: କଳିଙ୍ଗ ଲାନ୍‌ସର୍ସ ପରାସ୍ତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା ମ୍ୟାଚରେ ଦବଙ୍ଗ ମୁମ୍ୱାଇ ୫-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଛି। ଖେଳ ଆରମ୍ଭର ୩୨ ମିନିଟ୍‌ରେ ଦବଙ୍ଗ ମୁମ୍ୱାଇର ହରମନପ୍ରୀତ ସିଂହ ପ୍ରଥମ ଗୋଲ ଦେଇଥିଲେ। ପରେ ଫ୍ଲୁରିଆନ୍‌ ଫକ୍ସ ଓ ଗୁରଜନ୍ତ ସିଂହ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ଗ୍ଲେନ୍‌ ଟର୍ଣ୍ଣର ଦୁଇଟି ଗୋଲ ଦେଇଥିଲେ। ୭ ମ୍ୟାଚ ଖେଳି ଦବଙ୍ଗ ମୁମ୍ୱାଇ ୨୩ ପଏଣ୍ଟ ପାଇ ତାଲିକାରେ ପ୍ରଥମ ରହିଥିବା […]

dabanga win in bbsr

dabanga win in bbsr

Rakesh Mallick
  • Published: Sunday, 05 February 2017
  • Updated: 05 February 2017, 09:40 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଖେଳାଯାଇଥିବା ମ୍ୟାଚରେ ଦବଙ୍ଗ ମୁମ୍ୱାଇ ୫-୨ ଗୋଲରେ କଳିଙ୍ଗ ଲାନ୍‌ସର୍ସକୁ ପରାସ୍ତ କରିଛି। ଖେଳ ଆରମ୍ଭର ୩୨ ମିନିଟ୍‌ରେ ଦବଙ୍ଗ ମୁମ୍ୱାଇର ହରମନପ୍ରୀତ ସିଂହ ପ୍ରଥମ ଗୋଲ ଦେଇଥିଲେ। ପରେ ଫ୍ଲୁରିଆନ୍‌ ଫକ୍ସ ଓ ଗୁରଜନ୍ତ ସିଂହ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ। କଳିଙ୍ଗ ଲାନ୍‌ସର୍ସ ପକ୍ଷରୁ ଗ୍ଲେନ୍‌ ଟର୍ଣ୍ଣର ଦୁଇଟି ଗୋଲ ଦେଇଥିଲେ।

୭ ମ୍ୟାଚ ଖେଳି ଦବଙ୍ଗ ମୁମ୍ୱାଇ ୨୩ ପଏଣ୍ଟ ପାଇ ତାଲିକାରେ ପ୍ରଥମ ରହିଥିବା ବେଳେ କଳିଙ୍ଗ ଲାନ୍‌ସର୍ସ ୭ଟି ମ୍ୟାଚ ଖେଳି ୨୧ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ୧୭ ପଏଣ୍ଟ ପାଇ ରାଞ୍ଚି ରେଜ୍‌ ତୃତୀୟ, ଉତ୍ତର ପ୍ରଦେଶ ୱିଜାର୍ଡ଼ସ ୮ ପଏଣ୍ଟ ପାଇ ଚତୁର୍ଥ ଓ ଜେପି ପଞ୍ଜାବ ୬ ପଏଣ୍ଟ ପାଇଁ ପଞ୍ଚମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story