ହକି ଇଣ୍ଡିଆ ଲିଗ୍‌: ୨-୩ରେ ଗୋଲରେ ଜେପି ପଞ୍ଜାବ ୱାରିୟର୍ସ ବିଜୟୀ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍‌ରେ ଆଜି ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ୱେଭ ରାଇଡର୍ସକୁ ଜେପି ପଞ୍ଜାବ ୱାରିୟର୍ସ ୩-୨ ଗୋଲରେ ପରାସ୍ତ କରିଛି। ଜେପି ପଞ୍ଜାବ ୱାରିୟର୍ସର ରୋବର୍ଟ ଭନ୍‌ ଦୁଇଟି ଓ ମିକି ଭନ୍‌ ଗୋଟିଏ ଗୋଲ ଦେଇଥିବା ବେଳେ ଦିଲ୍ଲୀ ୱେଭ ରାଇଡର୍ସର ତ୍ରିସ୍ତାନ ହ୍ୱାଇଟ୍‌ ଦୁଇଟି ଗୋଲ ଦେଇଥିଲେ। ଏହି ସିଜିନରେ ଜେପି ପଞ୍ଜାବ ୱାରିୟର୍ସ ୪ଟି ମ୍ୟାଚ ଖେଳି ଦୁଇଟିରେ ଜିତିଥିବା ବେଳେ ଦୁଇଟିରେ ପରାସ୍ତ ହୋଇଛି। ଦିଲ୍ଲୀ ୱେଭ […]

punjab win

punjab win

Rakesh Mallick
  • Published: Tuesday, 07 February 2017
  • Updated: 07 February 2017, 10:38 PM IST

Sports

Latest News

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍‌ରେ ଆଜି ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ ୱେଭ ରାଇଡର୍ସକୁ ଜେପି ପଞ୍ଜାବ ୱାରିୟର୍ସ ୩-୨ ଗୋଲରେ ପରାସ୍ତ କରିଛି। ଜେପି ପଞ୍ଜାବ ୱାରିୟର୍ସର ରୋବର୍ଟ ଭନ୍‌ ଦୁଇଟି ଓ ମିକି ଭନ୍‌ ଗୋଟିଏ ଗୋଲ ଦେଇଥିବା ବେଳେ ଦିଲ୍ଲୀ ୱେଭ ରାଇଡର୍ସର ତ୍ରିସ୍ତାନ ହ୍ୱାଇଟ୍‌ ଦୁଇଟି ଗୋଲ ଦେଇଥିଲେ।

ଏହି ସିଜିନରେ ଜେପି ପଞ୍ଜାବ ୱାରିୟର୍ସ ୪ଟି ମ୍ୟାଚ ଖେଳି ଦୁଇଟିରେ ଜିତିଥିବା ବେଳେ ଦୁଇଟିରେ ପରାସ୍ତ ହୋଇଛି। ଦିଲ୍ଲୀ ୱେଭ ରାଇଡର୍ସ ୪ଟି ମ୍ୟାଚ ଖେଳି ୩ଟିରେ ହାରିଥିବା ବେଳେ ଗୋଟିଏ ମ୍ୟାଚକୁ ଡ୍ର ରଖି ପଏଣ୍ଟ ତାଲିକାରେ ଶେଷରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos