ଏଚ୍‌ଆଇଏଲ୍‌: ସେମିରେ କଳିଙ୍ଗ ଲାନସର୍ସ

ଚଣ୍ଡିଗଡ଼: ଆଜି ଚଣ୍ଡିଗଡ଼ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିୟର୍ସକୁ ୭-୦ ଗୋଲରେ କଳିଙ୍ଗ ଲାନସର୍ସ ପରାସ୍ତାର କରିଛି। ଏଥିସହ ଦଳ ଦ୍ୱିତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି। ଏହି ବିଜୟ ସହ କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ ପାଇଁ ତାଲିକାର ଦ୍ୱିତୀୟ ରହିଥିବା ବେଳେ ଦବଙ୍ଗ ମୁମ୍ୱାଇ ୩୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୯ଟି ମ୍ୟାଚ ଖେଳି […]

kalinga lancer

kalinga lancer

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 09:23 PM IST

Sports

Latest News

ଚଣ୍ଡିଗଡ଼: ଆଜି ଚଣ୍ଡିଗଡ଼ରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିୟର୍ସକୁ ୭-୦ ଗୋଲରେ କଳିଙ୍ଗ ଲାନସର୍ସ ପରାସ୍ତାର କରିଛି। ଏଥିସହ ଦଳ ଦ୍ୱିତୀୟ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି।

ଏହି ବିଜୟ ସହ କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ ପାଇଁ ତାଲିକାର ଦ୍ୱିତୀୟ ରହିଥିବା ବେଳେ ଦବଙ୍ଗ ମୁମ୍ୱାଇ ୩୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୯ଟି ମ୍ୟାଚ ଖେଳି ୨୩ ପଏଣ୍ଟ ପାଇ ଦ୍ୱିତୀୟ, ଦିଲ୍ଲୀ ୱେଭ ରାଇଡର୍ସ ୮ଟି ମ୍ୟାଚ ଖେଳି ୨୧ ପଏଣ୍ଟ ପାଇ ତୃତୀୟ, ଉତ୍ତରପ୍ରଦେଶ ୱିଜାର୍ଡସ୍ ୭ଟି ମ୍ୟାଚ ଖେଳି ୨୦ ପଏଣ୍ଟ ପାଇ ଚତୁର୍ଥ, ରାଞ୍ଚି ରୟ ୯ଟି ମ୍ୟାଚ ଖେଳି ୧୮ ପଏଣ୍ଟ ପାଇ ପଞ୍ଚମ, ଜେପି ପଞ୍ଜାବ ୮ଟି ମ୍ୟାଚ ଖେଳି ୧୭ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story