ଏଚ୍‌ଆଇଏଲ୍‌: ଆସନ୍ତାକାଲି କଳିଙ୍ଗ ଲାନସର୍ସ ବନାମ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ମୁକାବିଲା

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସ ଭେଟିବ ଉତ୍ତର ପ୍ରଦେଶ ୱିଜାର୍ଡସ୍‌କୁ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳା ଯିବ। ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏଯାବତ ତିନିଟି ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି। ଏହା ସହିତ ଦଳ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଉତ୍ତର […]

kalinga1

kalinga1

Rakesh Mallick
  • Published: Saturday, 28 January 2017
  • Updated: 29 January 2017, 09:00 AM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସ ଭେଟିବ ଉତ୍ତର ପ୍ରଦେଶ ୱିଜାର୍ଡସ୍‌କୁ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳା ଯିବ।

ହକି ଇଣ୍ଡିଆ ଲିଗ୍‌ର ଚଳିତ ସଂସ୍କରଣରେ କଳିଙ୍ଗ ଲାନସର୍ସ ଏଯାବତ ତିନିଟି ମ୍ୟାଚ୍ ଖେଳି ସାରିଛି। ଏଥିରୁ ଦଳ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଅନ୍ୟଟିରେ ପରାଜିତ ହୋଇଛି। ଏହା ସହିତ ଦଳ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ୱିଜାର୍ଡସ୍‌ ଗୋଟିଏ ମ୍ୟାଚ୍ ଖେଳିଛି ଓ ସେଥିରେ ପରାସ୍ତ ହୋଇଛି। ଆସନ୍ତାକାଲି ଦଳ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story