ହକି ଇଣ୍ଡିଆ ଲିଗ୍‌: ୧-୦ରେ ଜିତିଲା କଳିଙ୍ଗ ଲାନ୍‌ସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ପଞ୍ଚମ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଗତ ସିଜିନର ରନର୍ସ ଅପ୍‌ କଳିଙ୍ଗ ଲାନ୍‌ସର୍ସ। ହୋମ ଗ୍ରାଉଣ୍ଡ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଟିମ୍‌ ଆଜି ଦିଲ୍ଲୀ ୱେଭ୍‌ ରାଇଡର୍ସକୁ ୧-୦ ଗୋଲରେ ହରାଇଛି। ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷ କ୍ୱାର୍ଟରର ପ୍ରଥମ ଭାଗରେ ଦଳକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଲାନ୍‌ସର୍ସ ଗୋଲରେ ପରିଣତ କରିବା ସହ ମ୍ୟାଚ୍‌କୁ ହାତେଇ ନେଇଥିଲା। ଏହି ମ୍ୟାଚ୍‌ରେ ଦିଲ୍ଲୀ ୬ଟି ପେନାଲଟି […]

hil

hil

Rakesh Mallick
  • Published: Sunday, 22 January 2017
  • Updated: 22 January 2017, 09:12 PM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ର ପଞ୍ଚମ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଗତ ସିଜିନର ରନର୍ସ ଅପ୍‌ କଳିଙ୍ଗ ଲାନ୍‌ସର୍ସ। ହୋମ ଗ୍ରାଉଣ୍ଡ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଟିମ୍‌ ଆଜି ଦିଲ୍ଲୀ ୱେଭ୍‌ ରାଇଡର୍ସକୁ ୧-୦ ଗୋଲରେ ହରାଇଛି।

ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା। ଶେଷ କ୍ୱାର୍ଟରର ପ୍ରଥମ ଭାଗରେ ଦଳକୁ ଏକ ପେନାଲଟି କର୍ଣ୍ଣର ମିଳିଥିଲା। ଯାହାକୁ ଲାନ୍‌ସର୍ସ ଗୋଲରେ ପରିଣତ କରିବା ସହ ମ୍ୟାଚ୍‌କୁ ହାତେଇ ନେଇଥିଲା।

ଏହି ମ୍ୟାଚ୍‌ରେ ଦିଲ୍ଲୀ ୬ଟି ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ଏହାକୁ ଗୋଲ୍‌ରେ ପରିଣତ କରିପାରି ନ ଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚ୍‌କୁ ଉଦ୍‌ଘାଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos