ଏଚ୍‌ଆଇଏଲ୍‌: ଲାନସର୍ସ-ୱାଜାର୍ଡସ୍‌ ମ୍ୟାଚ୍‌ ୨-୨ରେ ଡ୍ର

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ହୋଇଥିବା ମୁକାବିଲା ୨-୨ ଗୋଲରେ ଡ୍ର ହୋଇଛି। ଏହି ମ୍ୟାଚ୍‌ ପରେ ଲାନସର୍ସ ୨୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଉତ୍ତର ପ୍ରଦେଶ ଡ୍ରରୁ ୨ ପଏଣ୍ଟ ପାଇ ମୋଟ ୧୦ ପଏଣ୍ଟ ସହ ତାଲିକାର ଶେଷ ସ୍ଥାନରେ ରହିଛି।

HIL

HIL

Rakesh Mallick
  • Published: Friday, 10 February 2017
  • Updated: 10 February 2017, 09:31 PM IST

Sports

Latest News

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ହୋଇଥିବା ମୁକାବିଲା ୨-୨ ଗୋଲରେ ଡ୍ର ହୋଇଛି। ଏହି ମ୍ୟାଚ୍‌ ପରେ ଲାନସର୍ସ ୨୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ଉତ୍ତର ପ୍ରଦେଶ ଡ୍ରରୁ ୨ ପଏଣ୍ଟ ପାଇ ମୋଟ ୧୦ ପଏଣ୍ଟ ସହ ତାଲିକାର ଶେଷ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos