ଏଚ୍‌ଆଇଏଲ୍‌: ଲାନସର୍ସ-ୱାଜାର୍ଡସ୍‌ ମ୍ୟାଚ୍‌ ୨-୨ରେ ଡ୍ର

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆଜି କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ହୋଇଥିବା ମୁକାବିଲା ୨-୨ ଗୋଲରେ ଡ୍ର ହୋଇଛି। ଏହି ମ୍ୟାଚ୍‌ ପରେ ଲାନସର୍ସ ୨୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି।

ଉତ୍ତର ପ୍ରଦେଶ ଡ୍ରରୁ ୨ ପଏଣ୍ଟ ପାଇ ମୋଟ ୧୦ ପଏଣ୍ଟ ସହ ତାଲିକାର ଶେଷ ସ୍ଥାନରେ ରହିଛି।