ଏଚ୍‌ଆଇଏଲ୍‌: ଦବଙ୍ଗ ମୁମ୍ୱାଇ ଓ ଉତ୍ତରପ୍ରଦେଶ ମ୍ୟାଚ ଡ୍ର

ଲକ୍ଷ୍ନୌ: ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)ରେ ଆଜି ଲକ୍ଷ୍ନୌରେ ଖେଳା ଯାଇଥିବା ଉତ୍ତରପ୍ରଦେଶ ୱିଜାର୍ଡସ ଓ ଦବଙ୍ଗ ମୁମ୍ୱାଇ ମଧ୍ୟରେ ମ୍ୟାଚ୍‌ ୪-୪ରେ ଡ୍ର ହୋଇ ଯାଇଛି।  ଦବଙ୍ଗ ମୁମ୍ୱାଇ ପକ୍ଷରୁ ଗୁରଜନ୍ତ ସିଂହ ଓ ମନପ୍ରୀତ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି। ସେହିପରି ଉତ୍ତରପ୍ରଦେଶର ଅଜୟ ଯାଦବ ଓ ରମଣଦୀପ ସିଂହ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି। ଚଳିତ ସଜିନରେ ଦବଙ୍ଗ ମୁମ୍ୱାଇ ୧୦ଟି ମ୍ୟାଚ ଖେଳି ୩୫ ପଏଣ୍ଟ ପାଇ ତାଲିକାରେ ପ୍ରଥମରେ ରହିଛନ୍ତି। ସେହିପରି କଳିଙ୍ଗ […]

C5R1uC6XAAAbLMF

C5R1uC6XAAAbLMF

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 10:24 PM IST

Sports

Latest News

ଲକ୍ଷ୍ନୌ: ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ୍‌)ରେ ଆଜି ଲକ୍ଷ୍ନୌରେ ଖେଳା ଯାଇଥିବା ଉତ୍ତରପ୍ରଦେଶ ୱିଜାର୍ଡସ ଓ ଦବଙ୍ଗ ମୁମ୍ୱାଇ ମଧ୍ୟରେ ମ୍ୟାଚ୍‌ ୪-୪ରେ ଡ୍ର ହୋଇ ଯାଇଛି।  ଦବଙ୍ଗ ମୁମ୍ୱାଇ ପକ୍ଷରୁ ଗୁରଜନ୍ତ ସିଂହ ଓ ମନପ୍ରୀତ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି। ସେହିପରି ଉତ୍ତରପ୍ରଦେଶର ଅଜୟ ଯାଦବ ଓ ରମଣଦୀପ ସିଂହ ଦୁଇଟି ଲେଖାଏଁ ଗୋଲ ଦେଇଛନ୍ତି।

ଚଳିତ ସଜିନରେ ଦବଙ୍ଗ ମୁମ୍ୱାଇ ୧୦ଟି ମ୍ୟାଚ ଖେଳି ୩୫ ପଏଣ୍ଟ ପାଇ ତାଲିକାରେ ପ୍ରଥମରେ ରହିଛନ୍ତି। ସେହିପରି କଳିଙ୍ଗ ଲାନ୍‌ସର୍ସ ୧୦ଟି ମ୍ୟାଚ ଖେଳି ୨୮ ପଏଣ୍ଟ ପାଇ ତାଲିକାରେ ଦ୍ୱିତୀୟ ରହିଥିବା ବେଳେ ଉତ୍ତରପ୍ରଦେଶ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos