ଏଚ୍‌ଆଇଏଲ୍‌: ଆସନ୍ତାକାଲି ପଞ୍ଜାବକୁ ଭେଟିବ ଦିଲ୍ଲୀ

ଚଣ୍ଡିଗଡ଼: ଆସନ୍ତାକାଲି ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିୟର୍ସକୁ ଭେଟିବ ଦିଲ୍ଲୀ ୱେଭ୍‌ ରାଇଡର୍ସ। ସନ୍ଧ୍ୟା ୭ଟା ବେଳେ ଏହି ମ୍ୟାଚ ଖେଳାଯିବ। ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ୍‌ ଖେଳି ୩୩ ପଏଣ୍ଟ ପାଇ ତାଲିକାରେ ଏକ ନମ୍ୱରରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୨୩ ପଏଣ୍ଟ ପାଇ ଦ୍ୱିତୀୟ, ରାଞ୍ଚି ରେଜ୍‌ ୧୮ ପଏଣ୍ଟ ପାଇ ତୃତୀୟ, ଜେପି ପଞ୍ଜାମ ୱାରିୟର୍ସ […]

Hockey India League 2017

Hockey India League 2017

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 08:18 AM IST

Sports

Latest News

ଚଣ୍ଡିଗଡ଼: ଆସନ୍ତାକାଲି ଚଣ୍ଡିଗଡ଼ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ଏକ ମ୍ୟାଚରେ ଜେପି ପଞ୍ଜାବ ୱାରିୟର୍ସକୁ ଭେଟିବ ଦିଲ୍ଲୀ ୱେଭ୍‌ ରାଇଡର୍ସ। ସନ୍ଧ୍ୟା ୭ଟା ବେଳେ ଏହି ମ୍ୟାଚ ଖେଳାଯିବ।

ଚଳିତ ସିଜିନ୍‌ରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ୍‌ ଖେଳି ୩୩ ପଏଣ୍ଟ ପାଇ ତାଲିକାରେ ଏକ ନମ୍ୱରରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୨୩ ପଏଣ୍ଟ ପାଇ ଦ୍ୱିତୀୟ, ରାଞ୍ଚି ରେଜ୍‌ ୧୮ ପଏଣ୍ଟ ପାଇ ତୃତୀୟ, ଜେପି ପଞ୍ଜାମ ୱାରିୟର୍ସ ୧୭ ପଏଣ୍ଟ ପାଇ ଚତୁର୍ଥ, ଦିଲ୍ଲୀ ୱେଭ୍‌ରା ଇଡର୍ସ ୧୬ ପାଇ ପଞ୍ଚମ ଓ ଉତ୍ତରପ୍ରଦେଶ ୱାଜାର୍ଡ଼ସ ୧୫ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos