ଏଚ୍‌ଆଇଏଲ୍‌: ୧-୦ ଗୋଲରେ ପଞ୍ଜାବ ବିଜୟୀ

ଚଣ୍ଡିଗଡ଼: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଆଜି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ଜେପି ପଞ୍ଜାବ ୱାରିୟର୍ସ ୧-୦ ଗୋଲରେ ରାଞ୍ଚି ରେଜ୍‌କୁ ହରାଇଛି। ଚଣ୍ଡିଗଡ଼ରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ପଞ୍ଜାବ ପକ୍ଷରୁ ଏମ୍‌ଭିଡି ୱେରଡନ ଏକମାତ୍ର ଗୋଲ ଦେଇଥିଲେ। ଏହି ବିଜୟ ସହ ପଞ୍ଜାବ ୫ଟଇ ମ୍ୟାଚ୍‌ରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପାଇଛି। ଅନ୍ୟପକ୍ଷରେ ରାଞ୍ଚି ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୩ଟି […]

hil

hil

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 09:15 PM IST

Sports

Latest News

ଚଣ୍ଡିଗଡ଼: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଆଜି ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍‌ରେ ଜେପି ପଞ୍ଜାବ ୱାରିୟର୍ସ ୧-୦ ଗୋଲରେ ରାଞ୍ଚି ରେଜ୍‌କୁ ହରାଇଛି। ଚଣ୍ଡିଗଡ଼ରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ପଞ୍ଜାବ ପକ୍ଷରୁ ଏମ୍‌ଭିଡି ୱେରଡନ ଏକମାତ୍ର ଗୋଲ ଦେଇଥିଲେ।

ଏହି ବିଜୟ ସହ ପଞ୍ଜାବ ୫ଟଇ ମ୍ୟାଚ୍‌ରୁ ୩ଟି ବିଜୟ ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ପାଇଛି। ଅନ୍ୟପକ୍ଷରେ ରାଞ୍ଚି ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୩ଟି ପରାଜୟ ସହ ୧୭ ପଏଣ୍ଟ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story