ହକି ଇଣ୍ଡିଆ ଲିଗ୍‌ରେ ପୂର୍ବତନ ଆନ୍ତର୍ଜାତିକ ଖେଳାଳିଙ୍କୁ ଅସମ୍ମାନ ଅଭିଯୋଗ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଅଲିମ୍ପିଆନ୍‌ ଓ ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁ ଖେଳାଳିମାନେ ଅଲମ୍ପିକ୍ସ, ଏସିଆ କପ୍‌, ସୁଲତାନ ଆଜଲାନ୍‌ ଶାହା, ଚାମ୍ପିଅନ୍ସ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ କେବଳ ରାଜ୍ୟ ପାଇଁ ନୁହେଁ ଦେଶକୁ ଗୌରବମୟ କରିଥିଲେ ସେମାନଙ୍କୁ ଘରୋଇ କଳିଙ୍ଗ ଲାନ୍‌ସର୍ସ ଟିମ୍‌ରେ ଖେଳିବାକୁ ସୁଯୋଗ ମିଳୁନି। ଏପରିକି ଏଚ୍‌ଆଇଏଲ୍‌ର ମ୍ୟାଚ ଦେଖିବା ପାଇଁ ପାସ୍‌ ଖଣ୍ଡେ ମଧ୍ୟ ମିଳୁନି। ଏଭଳି ଅଭିଯୋଗ ଆଣିଛନ୍ତି […]

hocky player

hocky player

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 07:54 PM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଅଲିମ୍ପିଆନ୍‌ ଓ ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁ ଖେଳାଳିମାନେ ଅଲମ୍ପିକ୍ସ, ଏସିଆ କପ୍‌, ସୁଲତାନ ଆଜଲାନ୍‌ ଶାହା, ଚାମ୍ପିଅନ୍ସ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ କେବଳ ରାଜ୍ୟ ପାଇଁ ନୁହେଁ ଦେଶକୁ ଗୌରବମୟ କରିଥିଲେ ସେମାନଙ୍କୁ ଘରୋଇ କଳିଙ୍ଗ ଲାନ୍‌ସର୍ସ ଟିମ୍‌ରେ ଖେଳିବାକୁ ସୁଯୋଗ ମିଳୁନି। ଏପରିକି ଏଚ୍‌ଆଇଏଲ୍‌ର ମ୍ୟାଚ ଦେଖିବା ପାଇଁ ପାସ୍‌ ଖଣ୍ଡେ ମଧ୍ୟ ମିଳୁନି। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ଅଲମ୍ପିଆନ୍‌ ଲାଜରୁସ୍‌ ବାର୍ଲା, ୱିଲିୟମ୍‌ ଖାଲକୋ ଓ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି। ଏମାନଙ୍କ ସମେତ ହକି ଗାଙ୍ଗପୁର ଆସୋସିଏସନ୍‌ର କର୍ମକର୍ତ୍ତାମାନେ ଆଜି ଓଏସ୍‌ଡିପିସି କର୍ତ୍ତୃପକ୍ଷଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ପରେ ଓଏସ୍‌ଡିପିସି କାର୍ଯ୍ୟନିବାହୀ ନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏପରି ଘଟଣା ଯେପରି ପୁନର୍ବାର ନ ଘଟିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଓଏସ୍‌ଡିପିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story