ଏଚ୍‌ଆଇଏଲ: ଆସନ୍ତାକାଲି ଦବଙ୍ଗ ମୁମ୍ୱାଇକୁ ଭେଟିବ କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ)ରେ ଆସନ୍ତାକାଲି ଦବଙ୍ଗ ମୁମ୍ୱାଇକୁ ଭେଟିବ କଳିଙ୍ଗ ଲାନସର୍ସ। ଏହି ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ। ଏହି ଲିଗରେ ୬ଟି ମ୍ୟାଚ ଖେଳି କଳିଙ୍ଗ ଲାନସର୍ସ ୨୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଦବଙ୍ଗ ମୁମ୍ୱାଇ ୧୮ ପଏଣ୍ଟ ପାଇ ଦ୍ୱିତୀୟ ଓ ରାଞ୍ଚି ରେଜ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।

kalinga

kalinga

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 11:06 PM IST

Sports

Latest News

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌(ଏଚ୍‌ଆଇଏଲ)ରେ ଆସନ୍ତାକାଲି ଦବଙ୍ଗ ମୁମ୍ୱାଇକୁ ଭେଟିବ କଳିଙ୍ଗ ଲାନସର୍ସ। ଏହି ମ୍ୟାଚ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ।

ଏହି ଲିଗରେ ୬ଟି ମ୍ୟାଚ ଖେଳି କଳିଙ୍ଗ ଲାନସର୍ସ ୨୦ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଦବଙ୍ଗ ମୁମ୍ୱାଇ ୧୮ ପଏଣ୍ଟ ପାଇ ଦ୍ୱିତୀୟ ଓ ରାଞ୍ଚି ରେଜ ୧୫ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos