ଏଚ୍‌ଆଇଏଲ୍‌: ରାଞ୍ଚି ରେଜ ଓ ଉତ୍ତରପ୍ରଦେଶ ୱିଜାର୍ଡସ ମ୍ୟାଚ୍‌ ଡ୍ର

ରାଞ୍ଚି: ରାଞ୍ଚି ଆଷ୍ଟ୍ରୋ ଟ୍ରଫ ହକି ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ(ଏଚ୍‌ଆଇଏଲ୍)  ମ୍ୟାଚରେ ରାଞ୍ଚି ରେଜ ଓ ଉତ୍ତରପ୍ରଦେଶ ୱିଜାର୍ଡସ କେହି କାହାକୁ ଗୋଲ ଦେଇ ପାରିନାହାନ୍ତି। ଫଳରେ ମ୍ୟାଚ ଡ୍ର ହୋଇଯାଇଛି। ଗୋଲ କରିବା ପାଇଁ ଉଭୟ ଦଳକୁ ବହୁ ସୁଯୋଗ ମିଳିଥିଲା। କିନ୍ତୁ ଖେଳାଳିମାନେ ଗୋଲ କରିବାରେ ବିଫଳ ହୋଇଥିଲେ। ଏୟାରଟେଲ ମୋଷ୍ଟ ଏଣ୍ଟରଣ୍ଟେନ୍‌ମେଣ୍ଟ ଖେଳାଳି ଭାବେ ଉତ୍ତରପ୍ରଦେଶ ୱିଜାର୍ଡସ ଟିମ୍‌ର ଫ୍ଲୋରେଣ୍ଟ ଭାନ୍‌ ଅଉବେଲ ପୁରସ୍କୃତ ହୋଇଛନ୍ତି। ଚଳିତ ସିଜିନ୍‌ରେ ୨୦ […]

uttarapradesh team

uttarapradesh team

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 10:51 PM IST

Sports

Latest News

ରାଞ୍ଚି: ରାଞ୍ଚି ଆଷ୍ଟ୍ରୋ ଟ୍ରଫ ହକି ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ(ଏଚ୍‌ଆଇଏଲ୍)  ମ୍ୟାଚରେ ରାଞ୍ଚି ରେଜ ଓ ଉତ୍ତରପ୍ରଦେଶ ୱିଜାର୍ଡସ କେହି କାହାକୁ ଗୋଲ ଦେଇ ପାରିନାହାନ୍ତି। ଫଳରେ ମ୍ୟାଚ ଡ୍ର ହୋଇଯାଇଛି। ଗୋଲ କରିବା ପାଇଁ ଉଭୟ ଦଳକୁ ବହୁ ସୁଯୋଗ ମିଳିଥିଲା। କିନ୍ତୁ ଖେଳାଳିମାନେ ଗୋଲ କରିବାରେ ବିଫଳ ହୋଇଥିଲେ।

ଏୟାରଟେଲ ମୋଷ୍ଟ ଏଣ୍ଟରଣ୍ଟେନ୍‌ମେଣ୍ଟ ଖେଳାଳି ଭାବେ ଉତ୍ତରପ୍ରଦେଶ ୱିଜାର୍ଡସ ଟିମ୍‌ର ଫ୍ଲୋରେଣ୍ଟ ଭାନ୍‌ ଅଉବେଲ ପୁରସ୍କୃତ ହୋଇଛନ୍ତି।

ଚଳିତ ସିଜିନ୍‌ରେ ୨୦ ପଏଣ୍ଟ ପାଇ କଳିଙ୍ଗ ଲାନ୍‌ସର୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ଦବଙ୍ଗ ମୁମ୍ୱାଇ ୧୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ୧୫ ପଏଣ୍ଟ ପାଇ ରାଞ୍ଚି ରେଜ ତୃତୀୟ ସ୍ଥାନରେ ରହିଥିବା ବେଳେ ୬ ପଏଣ୍ଟ ପାଇ ଉତ୍ତରପ୍ରଦେଶ ୱିଜାର୍ଡସ ଚତୁର୍ଥ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story