ଚଣ୍ଡିଗଡ଼: ଆସନ୍ତାକାଲି ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ୨୦ ତମ ମ୍ୟାଚ୍ରେ ଜେପି ପଞ୍ଜାବ ୱାରିୟର୍ସ ଏବହ ଦବଙ୍ଗ ମୁମ୍ବାଇ ମଧ୍ୟରେ ଖେଳାଯିବ। ପଞ୍ଜାବର ଚଣ୍ଡିଗଡ଼ରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ।
ଦବଙ୍ଗ ମୁମ୍ବାଇ ୭ଟି ମ୍ୟାଚ୍ ଖେଳି ୪ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୨୩ ପଏଣ୍ଟ ପାଇ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ସେହିପରି ପଞ୍ଜାବ ୫ଟି ମ୍ୟାଚ୍ ଖେଳି ୩ଟି ବିଜୟ ଓ ୨ଟି ପରାଜୟ ସହ ୧୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।