ଏଚ୍‌ଆଇଏଲ୍‌: ଆସନ୍ତାକାଲି ରାଞ୍ଚି-ପଞ୍ଜାବ ମ୍ୟାଚ୍‌

ଚଣ୍ଡିଗଡ଼: ଆସନ୍ତାକାଲି ଏଚ୍‌ଆଇଏଲ୍‌ର ୧୮ ତମ ମ୍ୟାଚ୍‌ ଜେପି ପଞ୍ଜାବ ୱାରିୟର୍ସ ଓ ରାଞ୍ଚି ରେଜ୍‌ ମଧ୍ୟରେ ଖେଳାଯିବ। ଚଣ୍ଡିଗଡ଼ ସହରରେ ଏହି ମ୍ୟାଚ୍‌ ଖେଳାଯିବ। ଟେବୁଲ ତାଲିକାର ତୃତୀୟ ସ୍ଥାନରେ ରାଞ୍ଚି ରହିଛି। ଟିମ୍‌ ୭ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୧୭ ପଏଣ୍ଟ ପାଇଛି। ସେହିପରି ଜେପି ପଞ୍ଜାବ ୱାରିୟର୍ସ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଟିମ୍‌ ୪ଟି ମ୍ୟାଚ୍‌ ଖେଳି ୨ଟି ଲେଖାଏଁ ବିଜୟ […]

ranchi

ranchi

Rakesh Mallick
  • Published: Wednesday, 08 February 2017
  • Updated: 09 February 2017, 09:05 AM IST

ଚଣ୍ଡିଗଡ଼: ଆସନ୍ତାକାଲି ଏଚ୍‌ଆଇଏଲ୍‌ର ୧୮ ତମ ମ୍ୟାଚ୍‌ ଜେପି ପଞ୍ଜାବ ୱାରିୟର୍ସ ଓ ରାଞ୍ଚି ରେଜ୍‌ ମଧ୍ୟରେ ଖେଳାଯିବ। ଚଣ୍ଡିଗଡ଼ ସହରରେ ଏହି ମ୍ୟାଚ୍‌ ଖେଳାଯିବ।

ଟେବୁଲ ତାଲିକାର ତୃତୀୟ ସ୍ଥାନରେ ରାଞ୍ଚି ରହିଛି। ଟିମ୍‌ ୭ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୩ଟି ଡ୍ର ଓ ୨ଟି ପରାଜୟ ସହ ୧୭ ପଏଣ୍ଟ ପାଇଛି। ସେହିପରି ଜେପି ପଞ୍ଜାବ ୱାରିୟର୍ସ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି। ଟିମ୍‌ ୪ଟି ମ୍ୟାଚ୍‌ ଖେଳି ୨ଟି ଲେଖାଏଁ ବିଜୟ ଓ ପରାଜୟ ସହ ୧୧ ପଏଣ୍ଟ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story