ଏଚ୍‌ଆଇଏଲ୍‌: କାଲି ଉତ୍ତର ପ୍ରଦେଶ ୱିଜାର୍ଡସ୍‌କୁ ଭେଟିବ କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି ୧୯ ତମ ଲିଗ୍ ମ୍ୟାଚ୍‌ରେ କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ମୁକାବିଲା ହେବ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହା କଳିଙ୍ଗ ଲାନସର୍ସର ଅଷ୍ଟମ ମ୍ୟାଚ୍ ହେବ। ସେହିପରି ଉତ୍ତର ପ୍ରଦେଶ ୱିଜାର୍ଡସ୍‌ର ଏହା ପଞ୍ଚମ ମ୍ୟାଚ୍ ହେବ। ବର୍ତ୍ତମାନ ସୁଦ୍ଧା କଳିଙ୍ଗ ଲାନସର୍ସ ୭ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି ଏବଂ […]

KALNGA

KALNGA

Rakesh Mallick
  • Published: Thursday, 09 February 2017
  • Updated: 09 February 2017, 09:03 AM IST

Sports

Latest News

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ରେ ଆସନ୍ତାକାଲି ୧୯ ତମ ଲିଗ୍ ମ୍ୟାଚ୍‌ରେ କଳିଙ୍ଗ ଲାନସର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ମୁକାବିଲା ହେବ। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ଏହା କଳିଙ୍ଗ ଲାନସର୍ସର ଅଷ୍ଟମ ମ୍ୟାଚ୍ ହେବ। ସେହିପରି ଉତ୍ତର ପ୍ରଦେଶ ୱିଜାର୍ଡସ୍‌ର ଏହା ପଞ୍ଚମ ମ୍ୟାଚ୍ ହେବ।

ବର୍ତ୍ତମାନ ସୁଦ୍ଧା କଳିଙ୍ଗ ଲାନସର୍ସ ୭ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୩ଟି ପରାସ୍ତ ହୋଇଛି ଏବଂ ୨୦ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ୱିଜାର୍ଡସ୍ ୪ଟି ମ୍ୟାଚ୍‌ରୁ ମାତ୍ର ଗୋଟିକରେ ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos