ଦୁଇ ସପ୍ତାହରେ ତୃତୀୟ ସ୍ୱର୍ଣ୍ଣ ଜିତିଲେ ହିମା

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଆଥଲେଟ୍ ହିମା ଦାସ ଦୁଇ ସପ୍ତାହ ଭିତରେ ତୃତୀୟ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚେକ୍ ରିପବ୍ଲିକର କ୍ଲାଡନେରେ ଚାଲିଥିବା କ୍ଲାଡନୋ ମେମୋରିଆଲ୍ ଆଥଲେଟିକ୍ସ ମିଟରେ ହିମା ୨୦୦ ମିଟର୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରତର ଅନ୍ୟତମ ତାରକା ଆଥଲେଟ୍ ମହମ୍ମନ ଅନାସ ୪୦୦ ମିଟର୍ ଦୌଡ଼ରେ ନିଜର ଜାତୀୟ ରେକର୍ଡ ଭାଙ୍ଗିବା ସହ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ୨୪ ବର୍ଷୀୟ ଅନାସ ୪୫.୨୧ ସେକେଣ୍ଡ […]

hima

hima

Hemant Lenka
  • Published: Sunday, 14 July 2019
  • Updated: 14 July 2019, 06:44 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ଆଥଲେଟ୍ ହିମା ଦାସ ଦୁଇ ସପ୍ତାହ ଭିତରେ ତୃତୀୟ ଅନ୍ତର୍ଜାତୀୟ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚେକ୍ ରିପବ୍ଲିକର କ୍ଲାଡନେରେ ଚାଲିଥିବା କ୍ଲାଡନୋ ମେମୋରିଆଲ୍ ଆଥଲେଟିକ୍ସ ମିଟରେ ହିମା ୨୦୦ ମିଟର୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଭାରତର ଅନ୍ୟତମ ତାରକା ଆଥଲେଟ୍ ମହମ୍ମନ ଅନାସ ୪୦୦ ମିଟର୍ ଦୌଡ଼ରେ ନିଜର ଜାତୀୟ ରେକର୍ଡ ଭାଙ୍ଗିବା ସହ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି।

୨୪ ବର୍ଷୀୟ ଅନାସ ୪୫.୨୧ ସେକେଣ୍ଡ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ପୋଲାଣ୍ଡର ଓମେଲକୋ (୪୬.୧୯ ସେକେଣ୍ଡ) ରୌପ୍ୟ ପଦକ ଜିତିଛନ୍ତି। ଗତବର୍ଷ ଅନାସ ୪୫.୨୪ ସେକେଣ୍ଡରେ ଜାତୀୟ ରେକର୍ଡ କରିଛନ୍ତି। କିନ୍ତୁ ଚଳିତ ଚାମ୍ପିଅନଶିପରେ ସେ ଏହି ରେକର୍ଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି।

ମହିଳା ୨୦୦ ମିଟର୍ ରେସକୁ ହିମା ୨୩.୪୩ ସେକେଣ୍ଡ ସମୟରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ୨୦୦ ମିଟରରେ ହିମା (୨୩.୧୦ ସେକେଣ୍ଡ) ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଚଳିତ ମାସ ୨ ତାରିଖରେ ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରି'ରେ ହିମା ୨୦୦ ମିଟରକୁ ୨୩.୬୫ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story