ବନ୍ଧୁତ୍ୱପୂର୍ଣ୍ଣ ହକି: ୪-୧ ଗୋଲ୍‌ରେ ରେଷ୍ଟ ଅଫ୍‌ ଇଣ୍ଡିଆ ବିଜୟୀ

ଭୁବନେଶ୍ୱର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ପେଟ୍ରୋଲିୟମ ସ୍ପୋର୍ଟ୍‌ ପ୍ରମୋସନ ବୋର୍ଡ ଏବଂ ରେଷ୍ଟ ଅଫ୍‌ ଇଣ୍ଡିଆ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।  ଯେଉଁଥିରେ ପେଟ୍ରୋଲିୟମ ସ୍ପୋର୍ଟ୍‌ ପ୍ରମୋସନ ବୋର୍ଡକୁ ୪-୧ ଗୋଲରେ ହରାଇ ରେଷ୍ଟ ଅଫ୍‌ ଇଣ୍ଡିଆ ବିଜୟୀ ହୋଇଛି। ଏହି  ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ  ବହୁ ଜାତୀୟ ଓ ଆନ୍ତର୍ଜାତୀକ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଓଡିଶାରେ ଗେଲ୍‌ ଅଫିସ୍‌ ଖୋଲିବା ଅବସରରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ […]

HOCKEY

HOCKEY

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 10:23 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ କଳିଙ୍ଗ ଷ୍ଟାଡିୟମରେ ପେଟ୍ରୋଲିୟମ ସ୍ପୋର୍ଟ୍‌ ପ୍ରମୋସନ ବୋର୍ଡ ଏବଂ ରେଷ୍ଟ ଅଫ୍‌ ଇଣ୍ଡିଆ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।  ଯେଉଁଥିରେ ପେଟ୍ରୋଲିୟମ ସ୍ପୋର୍ଟ୍‌ ପ୍ରମୋସନ ବୋର୍ଡକୁ ୪-୧ ଗୋଲରେ ହରାଇ ରେଷ୍ଟ ଅଫ୍‌ ଇଣ୍ଡିଆ ବିଜୟୀ ହୋଇଛି। ଏହି  ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ  ବହୁ ଜାତୀୟ ଓ ଆନ୍ତର୍ଜାତୀକ ଖେଳାଳିଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।

ଓଡିଶାରେ ଗେଲ୍‌ ଅଫିସ୍‌ ଖୋଲିବା ଅବସରରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ବିଶିଷ୍ଠ ସ୍ପୋର୍ଟ୍ସ ଆଇକନ୍‌ ମାନଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ଫୁଟବଲ କୋଚ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାଏ,ଆନ୍ତର୍ଜାତୀକ କ୍ରିକେଟ୍‌ର ଶିବସୁନ୍ଦର ଦାସ ଓ ଦେବାଶିସ ମହାନ୍ତି ପ୍ରମୁଖଙ୍କୁ କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story