ହକି ଇଣ୍ଡିଆ ଲିଗ୍-୪: ଆଜି ଉଦଘାଟନୀ ମ୍ୟାଚରେ କଳିଙ୍ଗ ଲାନସର୍ସକୁ ଭେଟିବ ୟୁପି ୱିଜାର୍ଡସ

bbsrଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଫୋର୍ଥ ଏଡିସନ୍ ଆଜିଠୁ ଆରମ୍ଭ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବ ଉଦଘାଟନୀ ମ୍ୟାଚ୍। ସନ୍ଧ୍ୟାରେ ସାମ୍ନାସାମ୍ନି ହେବେ କଳିଙ୍ଗ ଲାନସର୍ସ ଓ ୟୁପି ୱିଜାଡର୍ସ। ଉଭୟ ଟିମ୍ ମ୍ୟାଚ୍ ପୂର୍ବରୁ ଜୋରଦାର ପ୍ରସ୍ତୁତି କରିଛନ୍ତି। ହୋମ୍ ଟିମ୍ କଳିଙ୍ଗ ଲାନସର୍ସ, ଏହି ସିଜିନରେ କୋଚ୍ ମାର୍କ ହାଗରଙ୍କ ନୂଆ ଷ୍ଟ୍ରାଟେଜି ସହ ପଡ଼ିଆକୁ ଓହ୍ଲାଇବ।

ଆଟାକିଂ ହକି ଏବଂ ଫିଲଡ୍ ଗୋଲ୍ ଉପରେ ରହିବ ଫୋକସ୍। ବିଦେଶୀ ଖେଳାଳି ଟର୍ଣ୍ଣର୍, ଜଲସ୍କି, କ୍ୟାପଟେନ୍ ମୋରିଜ୍ ଫୁରେଷ୍ଟି ଓ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ଧରମବୀର୍, ଗୁରୁଜିନ୍ଦର ଏବଂ ଲଳିତ ଉପାଧ୍ୟାୟ ଆଟାକ୍ କରିବେ। ଡିଫେନ୍ସରେ ରହିବେ ଓଡ଼ିଆ ଡିଫେଣ୍ଡର ଅମିତରୋହି ଦାସ, ଷ୍ଟାଲିନ ଭିକ୍ଟର ମିଂଜ, ଦୀପସାନ ତିର୍କି ଏବଂ ଆନନ୍ଦ ଲାକ୍ରା। ଗୋଲ୍ ପୋଷ୍ଟ ସମ୍ଭାଳିବେ ବିଶ୍ୱସ୍ତରୀୟ ଗୋଲକିପର୍ ଆଣ୍ଡ୍ରୁ ଚାର୍ଟର।

ଆହୁରି ପଢ଼ନ୍ତୁ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍