ଏମ୍‌ଏ ପରୀକ୍ଷା ଦେବେ ରାନୀ ରାମପଲ୍

ନୂଆଦିଲ୍ଲୀ: ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସଫଳତା ପରେ ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ସ୍ୱଦେଶ ଫେରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ ରାଉଣ୍ଡରେ ପ୍ରବେଶ କରିଛି। ଏଠାରେ ପହଞ୍ଚିବା ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ମହିଳା ଟିମକୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ପରେ ରାନୀ ନିଜ ହୋମ୍ ଟାଉନ୍ ଶାହାବାଦ୍ ଫେରିଆସିଥିଲେ। ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତେବେ ଅଢ଼େଇମାସ ପରେ ପରିବାରକୁ […]

rani

rani

Hemant Lenka
  • Published: Wednesday, 26 June 2019
  • Updated: 26 June 2019, 07:12 PM IST

Sports

Latest News

ନୂଆଦିଲ୍ଲୀ: ଏଫଆଇଏଚ୍ ମହିଳା ସିରିଜ୍ ଫାଇନାଲ୍ସର ସଫଳତା ପରେ ଭାରତୀୟ ମହିଳା ହକି ଟିମ୍ କ୍ୟାପଟେନ୍ ସ୍ୱଦେଶ ଫେରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ୨୦୨୦ ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାୟର୍ ରାଉଣ୍ଡରେ ପ୍ରବେଶ କରିଛି।

ଏଠାରେ ପହଞ୍ଚିବା ପରେ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ମହିଳା ଟିମକୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହା ପରେ ରାନୀ ନିଜ ହୋମ୍ ଟାଉନ୍ ଶାହାବାଦ୍ ଫେରିଆସିଥିଲେ। ସେଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ତେବେ ଅଢ଼େଇମାସ ପରେ ପରିବାରକୁ ଦେଖିବା ପରେ ରାନୀ ଆତ୍ମବିଭୋର ହୋଇପଡ଼ିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ରାନୀଙ୍କୁ ଗୋଟିଏ କଥା ଚିନ୍ତାରେ ପକାଇ ଦେଇଛି। ଆଗାମୀ ୧୦ ଦିନରେ ରାନୀ ନିଜର ଏମଏ ପରୀକ୍ଷା ଦେବେ, ଯେଉଁଥି ପାଇଁ ସେ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତୁତି କରିନାହାନ୍ତି।

ଏ ନେଇ ରାନୀ କହିଛନ୍ତି, ମୁଁ ମୋ ମାଷ୍ଟର ଡିଗ୍ରୀ ପ୍ରଥମ ବର୍ଷର ଦ୍ୱିତୀୟ ସିମେଷ୍ଟର୍ ଦେବି। ପ୍ରଥମ ସିମେଷ୍ଟରରେ ମୁଁ ପରୀକ୍ଷା ହଲରେ ବସିପାରି ନଥିଲି, କାରଣ ଏହି ସମୟରେ ଆମେ ହକି ଟୁରରେ ବ୍ୟସ୍ତ ଥିଲୁ। ତେବେ ପ୍ରଥମ ସିମେଷ୍ଟର୍ ପରୀକ୍ଷାକୁ ସ୍ଥଗିତ କରିବାକୁ ମୁଁ ପଞ୍ଜାବ ୟୁନିଭର୍ସିଟିକୁ ଅନୁରୋଧ କରିଥିଲି। ଏବେ ମୁଁ ଦ୍ୱିତୀୟ ସିମେଷ୍ଟର୍ ଦେବି। ଏହା ପରେ ପରବର୍ତ୍ତୀ ପରୀକ୍ଷା ଡିସେମ୍ବର ହେବ, ଯେଉଁଥିରେ ମୁଁ ଏକାଥରକେ ପ୍ରଥମ ଓ ତୃତୀୟ ସିମେଷ୍ଟର୍ ଦେବି ବୋଲି ରାନୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story