ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ

ହାଇଦ୍ରାବାଦ: ପୂର୍ବତନ ଟିମ୍‌ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍‌ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍‌ସି ମାଲା ସଂପ୍ରଦାୟର ଜାତିଗତ ପ୍ରମାଣପାତ୍ର ହାତେଇ ଥିବା ଅଭିଯୋଗ ହୋଇଛି। ଭାରତ ପକ୍ଷରୁ ୩୦୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମୁକେଶ ୮୦ଟି ଗୋଲ ଦେଇଛନ୍ତି। ଏଭଳି […]

sa

sa

Hemant Lenka
  • Published: Wednesday, 13 February 2019
  • Updated: 13 February 2019, 04:34 PM IST

Sports

Latest News

ହାଇଦ୍ରାବାଦ: ପୂର୍ବତନ ଟିମ୍‌ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍‌ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।

ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍‌ସି ମାଲା ସଂପ୍ରଦାୟର ଜାତିଗତ ପ୍ରମାଣପାତ୍ର ହାତେଇ ଥିବା ଅଭିଯୋଗ ହୋଇଛି। ଭାରତ ପକ୍ଷରୁ ୩୦୭ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମୁକେଶ ୮୦ଟି ଗୋଲ ଦେଇଛନ୍ତି।

ଏଭଳି ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଦୁଇ ସପ୍ତାହ ତଳେ ମୁକେଶଙ୍କ ନାଁରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ତେବେ ଏହି ଘଟଣାଟି ଆଜି ହିଁ ସାମ୍ନାକୁ ଆସିଛି। ଏହି ଏଫ୍‌ଆଇଆର୍‌ରେ ମୁକେଶଙ୍କ ଭାଇ ଏନ୍‌ ସୁରେଶ କୁମାରଙ୍କ ନାଁ ମଧ୍ୟ ରହିଛି। ଏମାନେ ନକଲି କାଗଜପତ୍ର ଦେଇ ଜାଲ ପ୍ରମାଣପତ୍ର ହାସଲ କରିଥିବାରୁ ଦୁଇ ଭାଇଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।

୩ଥର ଅଲମ୍ପିକ୍ସ ଖେଳିଥିବା ମୁକେଶ ପ୍ରକୃତରେ ବିସି ‘ଏ’ ନୟୀ ବ୍ରାହ୍ମଣୀ ସଂପ୍ରଦାୟର। ହେଲେ ସେ ଜାଲ କାଗଜପତ୍ର ଦେଖାଇ ଏସ୍‌ସି ମାଲା ସଂପ୍ରଦାୟର ପ୍ରମାଣପତ୍ର ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story