ହଂକଂ ଓପନ୍‌: ସେମିରେ ସିନ୍ଧୁ, ସାଇନା ହାରିଗଲେ

କାଉଲୁନ୍ (ହଂକଂ): ହଂକଂ ଓପନ୍‌ର ମହିଳା ଏକକ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ। ଅନ୍ୟପକ୍ଷରେ ସେମି ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ତଥା ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲ। ଗତ ସପ୍ତାହରେ ଚାଇନା ଓପନ୍ ଜିତି ଥିବା  ସିନ୍ଧୁ ସିଙ୍ଗାପୁରର ଜିଆଓୟୁ ଲିଆଙ୍ଗଙ୍କୁ ୨୧-୧୭, ୨୧-୨୩, ୨୧-୧୮ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ […]

saina nehewal

saina nehewal

Rakesh Mallick
  • Published: Friday, 25 November 2016
  • Updated: 25 November 2016, 07:24 PM IST

Sports

Latest News

କାଉଲୁନ୍ (ହଂକଂ): ହଂକଂ ଓପନ୍‌ର ମହିଳା ଏକକ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ପି.ଭି ସିନ୍ଧୁ। ଅନ୍ୟପକ୍ଷରେ ସେମି ଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି ଅନ୍ୟତମ ଭାରତୀୟ ବ୍ୟାଡମିଣ୍ଟନ୍‌ ତାରକା ତଥା ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ନେହୱାଲ।

ଗତ ସପ୍ତାହରେ ଚାଇନା ଓପନ୍ ଜିତି ଥିବା  ସିନ୍ଧୁ ସିଙ୍ଗାପୁରର ଜିଆଓୟୁ ଲିଆଙ୍ଗଙ୍କୁ ୨୧-୧୭, ୨୧-୨୩, ୨୧-୧୮ରେ ପରାସ୍ତ କରି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟ ପକ୍ଷରେ କ୍ୱାର୍ଟର ଫାଇନାଲ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ଚେଉଙ୍ଗ ୟିଙ୍କ ଠାରୁ ୮-୨୧, ୨୧-୧୮ ଓ ୧୯-୨୧ରେ ହାରି ଯାଇଛନ୍ତି ସାଇନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story