IPL-11: ଉଦ୍‌ଘାଟନୀ ସନ୍ଧ୍ୟା ପାଇଁ ଖଚାଖଚ୍‌ ୱାଙ୍ଖଡେ ଷ୍ଟାଡ଼ିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟପରେ ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ୬.୧୫ ମିନିଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଆଇପିଏଲ ଆରମ୍ଭ ହେବ, ଏହାକୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ହାଉସଫୁଲ୍ ହୋଇଯାଇଛି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ।ଉଦ୍‌ଘାଟନୀ ଉତ୍ସବର କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ।   ଉଦ୍‌ଘାଟନୀ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବହୁ ବଲିଉଡ କଳାକାର ଯୋଗ ଦେଇ ସେମାନଙ୍କ […]

ipl-opng_20180364111

ipl-opng_20180364111

Rakesh Mallick
  • Published: Saturday, 07 April 2018
  • Updated: 07 April 2018, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟପରେ ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। ୬.୧୫ ମିନିଟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଆଇପିଏଲ ଆରମ୍ଭ ହେବ, ଏହାକୁ ଦେଖିବାକୁ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ହାଉସଫୁଲ୍ ହୋଇଯାଇଛି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ।ଉଦ୍‌ଘାଟନୀ ଉତ୍ସବର କିଛି ସମୟ ପରେ ମ୍ୟାଚ୍‌ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ।

ଉଦ୍‌ଘାଟନୀ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବହୁ ବଲିଉଡ କଳାକାର ଯୋଗ ଦେଇ ସେମାନଙ୍କ ଜଲ୍‌ୱା ଦେଖାଇବେ। ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ୨ ବର୍ଷର ବାସନ୍ଦ ପରେ ଆଇପିଏଲକୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଭାରତୀୟ ସମୟ ୮ ଟାରେ ଆରମ୍ଭ ହେବ ମ୍ୟାଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story