ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହେଲା ହାଇଦ୍ରାବାଦ ଷ୍ଟାଡିୟମ

ହାଇଦ୍ରାବାଦ: ଚଳିତ ଆଇପିଏଲର ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ହେବା ନେଇ ସୋମବାର ଘୋଷଣା କରାଯାଇଥିଲା। ଏହି ଘୋଷଣାର ଦିନକ ପରେ ହାଇଦ୍ରାବାଦରେ ପ୍ରବଳ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇପଡ଼ିଛି। ଷ୍ଟାଡିୟମର ସାଉଥ୍-ଏଣ୍ଡ୍ ଓ ଏହାର ଚାନ୍ଦିନୀ ପବନରେ ଉଡିଯାଇଛି। ଦର୍ଶକଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଚାନ୍ଦିନୀର ନିର୍ମାଣ କରାଯାଇଥିଲା। ଏବେ ଏହା କ୍ଷତିଗ୍ରସ୍ତ ହେବା ଦ୍ୱାରା ଆୟୋଜକ ବିକଳ୍ପ ବ୍ୟବସ୍ଥା […]

ss

ss

Hemant Lenka
  • Published: Tuesday, 23 April 2019
  • Updated: 23 April 2019, 07:08 PM IST

Sports

Latest News

ହାଇଦ୍ରାବାଦ: ଚଳିତ ଆଇପିଏଲର ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ହେବା ନେଇ ସୋମବାର ଘୋଷଣା କରାଯାଇଥିଲା। ଏହି ଘୋଷଣାର ଦିନକ ପରେ ହାଇଦ୍ରାବାଦରେ ପ୍ରବଳ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇପଡ଼ିଛି।

ଷ୍ଟାଡିୟମର ସାଉଥ୍-ଏଣ୍ଡ୍ ଓ ଏହାର ଚାନ୍ଦିନୀ ପବନରେ ଉଡିଯାଇଛି। ଦର୍ଶକଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଚାନ୍ଦିନୀର ନିର୍ମାଣ କରାଯାଇଥିଲା। ଏବେ ଏହା କ୍ଷତିଗ୍ରସ୍ତ ହେବା ଦ୍ୱାରା ଆୟୋଜକ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ହାଇଦ୍ରାବାଦରେ ଆଇପିଏଲର ଆହୁରି ଦୁଇଟି ମ୍ୟାଚ୍ ଖେଳାଯିବାକୁ ଅଛି, ତେବେ ବିଶେଷ କଥା ହେଉଛି ଏଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେଣୁ ଏହା ପୂର୍ବରୁ ଷ୍ଟାଡିୟମକୁ ମରାମତି କରିବା ଆୟୋଜକଙ୍କ ପାଇଁ କଷ୍ଟକର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story