ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏମିତି କହିଲେ ରଜାକ୍, ଦେଖନ୍ତୁ ଏହି ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ମ୍ୟାଞ୍ଚେଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ହରାଇ ବୃହତ ବିଜୟ ହାସଲ କରିଥିଲା। ହାର୍ଦ୍ଦିକ୍ ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନ୍ କରିଥିଲେ । ଏହା ପରେ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ହାସଲ କରିଥିଲେ। କିନ୍ତୁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ଥିବା ଦୁର୍ବଳତାକୁ ବାହାର କରିଛନ୍ତି। ସୋଶାଲ ମିଡିଆରେ ୩୯ ବର୍ଷୀୟ […]

razak

razak

Hemant Lenka
  • Published: Friday, 28 June 2019
  • Updated: 28 June 2019, 05:53 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ମ୍ୟାଞ୍ଚେଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ହରାଇ ବୃହତ ବିଜୟ ହାସଲ କରିଥିଲା। ହାର୍ଦ୍ଦିକ୍ ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନ୍ କରିଥିଲେ । ଏହା ପରେ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ହାସଲ କରିଥିଲେ।

କିନ୍ତୁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ହାର୍ଦ୍ଦିକଙ୍କ ପ୍ରଦର୍ଶନରେ ଖୁସି ନାହାନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ଥିବା ଦୁର୍ବଳତାକୁ ବାହାର କରିଛନ୍ତି। ସୋଶାଲ ମିଡିଆରେ ୩୯ ବର୍ଷୀୟ ରଜାକଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ସେ କହିଛନ୍ତି, "ମୁଁ ଦୁଇ ସପ୍ତାହ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଭାବେ ପ୍ରସ୍ତୁତ କରିପାରିବି।"

ସେ ପାଣ୍ଡ୍ୟାଙ୍କ ଦୁର୍ବଳତା ସମ୍ବନ୍ଧରେ କହିଛନ୍ତି, "ମୁଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଦେଖିଛି। ଏହି ମ୍ୟାଚରେ ମୁଁ ପ୍ରଥମଥର ପାଇଁ ହାର୍ଦ୍ଦିକଙ୍କୁ ନିକଟରୁ ଦେଖିଛି। ବ୍ୟାଟିଂ କରୁଥିବା ବେଳେ ତାଙ୍କ ଫୁଟୱାର୍କ, ବଡି ବାଲାନ୍ସରେ ଅନେକ ତ୍ରୁଟି ଥିବା ଦେଖିବାକୁ ପାଇଲି।

ଯଦି ମୁଁ ପାଣ୍ଡ୍ୟାଙ୍କୁ କୋଚିଂ ଦିଏ, ଉଦାହରଣ ସ୍ୱରୂପ ଦୁବାଇରେ ଯଦି ମୁଁ ପାଣ୍ଡ୍ୟାଙ୍କ ସହ ଦୁଇ ସପ୍ତାହ ବିତାଇବାକୁ ସୁଯୋଗ ପାଏ, ତାହେଲେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରାଇବି। ଯଦି ବିସିସିଆଇ ପାଣ୍ଡ୍ୟାଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡର କରିବାକୁ ଚାହୁଁଛି, ତାହେଲେ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି।"

ସୂଚନାଯୋଗ୍ୟ, ପାକିସ୍ତାନ ପକ୍ଷରୁ ଖେଳି ରଜାକ୍ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୪୬ ଟେଷ୍ଟ ମ୍ୟାଚରେ ୧୯୪୬ ରନ୍ ଏବଂ ୧୦୦ ୱିକେଟ୍ ନେଇଛନ୍ତି। ସେହିପରି ୨୬୫ ଦିନିକିଆରେ ସେ ୫୦୮୦ ରନ୍ ଏବଂ ୨୬୯ ୱିକେଟ୍ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story