ଟେନିସକୁ ବାଏବାଏ କହିବେ ବିଶ୍ୱର ପୂର୍ବତନ ନମ୍ବର ୧ ଖେଳାଳି

ମେଲବର୍ଣ୍ଣ: ଟେନିସ ଜଗତରୁ ଖୁବଶୀଘ୍ର ଅବସର ନେବେ ବିଶ୍ୱର ପୂର୍ବତନ ନମ୍ବର ୧ ମହିଳା ଖେଳାଳି କ୍ୟାରୋଲିନା ୱଜନିଆକି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନରେ ହିଁ ତାଙ୍କୁ ଟେନିସ କୋର୍ଟରେ ଶେଷଥର ପାଇଁ ଦେଖିବାକୁ ମିଳିବ। ୨୯ ବର୍ଷୀୟ ୱଜନିଆକି କହିଛନ୍ତି, “ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଯେ ମୁଁ ଅବସର ନେଉଛି ତା’ ଭାବିବା ଭୁଲ। ମୁଁ କହିଥିଲି ସମୟ ଆସିଲେ ମୁଁ ନିଜ ଆଡ଼ୁ ଅବସର ସମ୍ପର୍କରେ ଘୋଷଣା କରିବେ। ଏବେ […]

v

v

Hemant Lenka
  • Published: Saturday, 07 December 2019
  • Updated: 07 December 2019, 06:05 PM IST

Sports

Latest News

ମେଲବର୍ଣ୍ଣ: ଟେନିସ ଜଗତରୁ ଖୁବଶୀଘ୍ର ଅବସର ନେବେ ବିଶ୍ୱର ପୂର୍ବତନ ନମ୍ବର ୧ ମହିଳା ଖେଳାଳି କ୍ୟାରୋଲିନା ୱଜନିଆକି। ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ଓପନରେ ହିଁ ତାଙ୍କୁ ଟେନିସ କୋର୍ଟରେ ଶେଷଥର ପାଇଁ ଦେଖିବାକୁ ମିଳିବ।

୨୯ ବର୍ଷୀୟ ୱଜନିଆକି କହିଛନ୍ତି, “ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଯେ ମୁଁ ଅବସର ନେଉଛି ତା’ ଭାବିବା ଭୁଲ। ମୁଁ କହିଥିଲି ସମୟ ଆସିଲେ ମୁଁ ନିଜ ଆଡ଼ୁ ଅବସର ସମ୍ପର୍କରେ ଘୋଷଣା କରିବେ। ଏବେ ବୋଧେ ସେହି ସମୟ ଆସି ଯାଇଛି।  ମୁଁ ଏବେ ମୋ ସ୍ୱାମୀ ଡାଭିଡ ଲିଙ୍କ ସହ ଅଧିକ ସମୟ ବିତାଇବାକୁ ଚାହେଁ। ତେଣୁ ମୁଁ ଅଷ୍ଟ୍ରେଲିଆ ଓପନ ପରେ ଅବସର ଘୋଷଣା କରିବି।”

ୱଜନିଆକି ୩୦ ଡବ୍ଲ୍ୟୁଟିଏ ସିଙ୍ଗଲ୍ସ ଟାଇଟଲ ଜିତିଥିବା ବେଳେ ଡେନମାର୍କ ପାଇଁ ୩ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି। ତେବେ କିଛି ଦିନ ହେଲା ଆହତ ଯୋଗୁ ସେ ନିଜ ପୁରୁଣା ଫର୍ମରେ ଲଢ଼େଇ କରିପାରୁ ନଥିଲେ। ସୂଚନାଯୋଗ୍ୟ ୱଜନିଆକିଙ୍କ ସ୍ୱାମୀ ଡାଭିଡ ହେଉଛନ୍ତି ଜଣେ ବାସ୍କେଟବଲ ଖେଳାଳି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story