ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଏହି ପରିବର୍ତ୍ତନ କରିବାକୁ ଚାହାନ୍ତି ବିରାଟ

ପୁଣେ: ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ ଓ ଆକର୍ଷଣୀୟ କରିବା ପାଇଁ ଆଇସିସି ଅନେକ ପଦକ୍ଷେପ ନେଇଛି। ଟେଷ୍ଟ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କରାଯାଉଛି। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ଏହି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ବିଦେଶରେ ଟେଷ୍ଟ ଜିତୁଥିବା ଦଳଗୁଡ଼ିକୁ ଅତିରିକ୍ତ ପଏଣ୍ଟ ମିଳିବା ଉଚିତ ବୋଲି ସେ କହିଛନ୍ତି। ବିରାଟ କହିଛନ୍ତି, “ଯଦି ମୋତେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ […]

s

s

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 04:21 PM IST

ପୁଣେ: ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ ଓ ଆକର୍ଷଣୀୟ କରିବା ପାଇଁ ଆଇସିସି ଅନେକ ପଦକ୍ଷେପ ନେଇଛି। ଟେଷ୍ଟ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ କରାଯାଉଛି। ତେବେ ଟିମ୍‌ ଇଣ୍ଡିଆର ଅଧିନାୟକ ଏହି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ବିଦେଶରେ ଟେଷ୍ଟ ଜିତୁଥିବା ଦଳଗୁଡ଼ିକୁ ଅତିରିକ୍ତ ପଏଣ୍ଟ ମିଳିବା ଉଚିତ ବୋଲି ସେ କହିଛନ୍ତି।

ବିରାଟ କହିଛନ୍ତି, “ଯଦି ମୋତେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲ କଥା ପଚରା ଯାଏ, ତା’ହେଲେ ମୁଁ କିଛି ପରିବର୍ତ୍ତନ କରିବାକୁ ଚାହିଁବି। ଯଦି ବିଦେଶ ମାଟିରେ କୌଣସି ଦଳ ମ୍ୟାଚ ଜିତୁଛି, ତା’ହେଲେ ବିଜୟ ପଏଣ୍ଟକୁ ଦୁଇ ଗୁଣିତ କରିବା ଉଚିତ। ମୁଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଏକଥାକୁ ଯୋଡ଼ିବାକୁ ଚାହିଁବି।

ହେଲେ ମୁଁ କହିଲେ କିଛି ହେବନାହିଁ। ସମ୍ଭବତଃ ଆସନ୍ତା ଟେଷ୍ଟ ଚାମ୍ପିୟନଶିପର ସଂସ୍କରଣରେ ଏହି ପ୍ରସ୍ତାବକୁ ବିଚାର କରାଯିବ ବୋଲି ଆଶା। ଯଦି ବିଦେଶରେ ମ୍ୟାଚ୍‌ ଜିତୁଥିବା ଦଳକୁ ଦୁଇ ଗଣା ପଏଣ୍ଟ ମିଳେ, ତା’ହେଲେ ସିରିଜର ପ୍ରତିଟି ମ୍ୟାଚ୍‌ ରୋମାଞ୍ଚକର ହେବ। ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଅନେକ ସମୟରେ କିଛି ଦଳ ଡ୍ର ପାଇଁ ଖେଳୁଛନ୍ତି। ଯଦି ମ୍ୟାଚ୍‌ ଜିତିବା ପଏଣ୍ଟକୁ ଦୁଇ ଗୁଣ କରିଦିଆଯାଏ, ତା’ହେଲେ ନିଶ୍ଚିତ ଭାବେ ଗୋଟିଏ ଦଳ ମ୍ୟାଚ୍‌ ଜିତି ଅତିରିକ୍ତ ପଏଣ୍ଟ ହାସଲ କରିବାକୁ ଚେଷ୍ଟା କରିବ। ଏହା ଟେଷ୍ଟ ପାଇଁ ବହୁତ ବଢ଼ିଆ ହେବ।”

ଏବେ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଅନୁସାରେ, ଯଦି ୨ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳା ଯାଏ, ତା’ହେଲେ ବିଜୟୀ ଦଳକୁ ୬୦ ପଏଣ୍ଟ, ଟାଇ ପାଇଁ ଉଭୟ ଦଳକୁ ୩୦ ଓ ଡ୍ର ପାଇଁ ୨୦ ପଏଣ୍ଟ ମିଳିବ। ସେହିପରି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟୀ ଦଳକୁ ୪୦, ଟାଇ ପାଇଁ ୨୦ ଓ ଡ୍ର ପାଇଁ ୧୩.୩ ପଏଣ୍ଟ ମିଳିବ। ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟୀ ଦଳକୁ ୩୦, ଟାଇ ରହିଲେ ୧୫ ଓ ଡ୍ର ହେଲେ ୧୦ ପଏଣ୍ଟ ମିଳିବ। ୫ ମ୍ୟାଚ୍‌ ସିରିଜରେ ବିଜୟୀ ଦଳକୁ ୨୪, ଟାଇ ପାଇଁ ୧୨ ଓ ଡ୍ର ରହିଲେ ଉଭୟ ଦଳକୁ ୮ ପଏଣ୍ଟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story