ଆଇଏଏଏଫ୍ ୱାର୍ଲ୍ଡ ରିଲେ: ଭାରତୀୟ ରିଲେ ଟିମ୍ ଫାଇନାଲରୁ ବଞ୍ଚିତ

ନୂଆଦିଲ୍ଲୀ: ଜାପାନର ୟୋକୋହାମାଠାରେ ଚାଲିଥିବା ଆଇଏଏଏଫ୍ ୱାର୍ଲ୍ଡ ରିଲେ ଚାମ୍ପିଅନଶିପରେ ଭାରତୀୟ ପୁରୁଷ, ମହିଳା ଓ ମିକ୍ସଡ୍ ରିଲେ୍ ଟିମ୍ ଫାଇନାଲରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ହିମା ଦାସ (୫୨.୬୦ ସେକେଣ୍ଡ), ଏମଆର ପୂଭାମ୍ମା (୫୩.୬୦ ସେକେଣ୍ଡ), ସରିତାବେନ୍ ଗାଏକ୍ୱାଡ୍ (୫୩.୪୦ ସେକେଣ୍ଡ) ଓ ଭିକେ ବିସ୍ମୟା (୫୨.୩୩ ସେକେଣ୍ଡ)ଙ୍କୁ ନେଇ ଗଠିତ ଭାରତୀୟ ମହିଳା ଟିମ୍ ୪ଗୁଣା ୪୦୦ ମିଟର୍ ରିଲେକୁ ୩:୩୧.୯୩ ସେକେଣ୍ଡରେ ଅତିକ୍ରମ କରି ହିଟରେ ପଞ୍ଚମ ସ୍ଥାନରେ ରହିଥିଲା। […]

women relay

women relay

Hemant Lenka
  • Published: Saturday, 11 May 2019
  • Updated: 11 May 2019, 08:17 PM IST

Sports

Latest News

ନୂଆଦିଲ୍ଲୀ: ଜାପାନର ୟୋକୋହାମାଠାରେ ଚାଲିଥିବା ଆଇଏଏଏଫ୍ ୱାର୍ଲ୍ଡ ରିଲେ ଚାମ୍ପିଅନଶିପରେ ଭାରତୀୟ ପୁରୁଷ, ମହିଳା ଓ ମିକ୍ସଡ୍ ରିଲେ୍ ଟିମ୍ ଫାଇନାଲରେ ସ୍ଥାନ ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି।

ହିମା ଦାସ (୫୨.୬୦ ସେକେଣ୍ଡ), ଏମଆର ପୂଭାମ୍ମା (୫୩.୬୦ ସେକେଣ୍ଡ), ସରିତାବେନ୍ ଗାଏକ୍ୱାଡ୍ (୫୩.୪୦ ସେକେଣ୍ଡ) ଓ ଭିକେ ବିସ୍ମୟା (୫୨.୩୩ ସେକେଣ୍ଡ)ଙ୍କୁ ନେଇ ଗଠିତ ଭାରତୀୟ ମହିଳା ଟିମ୍ ୪ଗୁଣା ୪୦୦ ମିଟର୍ ରିଲେକୁ ୩:୩୧.୯୩ ସେକେଣ୍ଡରେ ଅତିକ୍ରମ କରି ହିଟରେ ପଞ୍ଚମ ସ୍ଥାନରେ ରହିଥିଲା। ଏହିପରି ଭାବେ ମହିଳା ଟିମ୍ ୧୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି।

ସେହିପରି କୁନୁ ମହମ୍ମଦ, ଜିତୁ ବେବି, ଜୀବନ ସୁରେଶ ଓ ମହମ୍ମଦ ଅନାସଙ୍କୁ ନେଇ ଗଠିତ ଭାରତୀୟ ପୁରୁଷ ଟିମ୍ ୪ଗୁଣା ୪୦୦ ମିଟର୍ ରିଲେକୁ ୩:୦୬.୦୫ ସେକେଣ୍ଡରେ ସମୟରେ ଷଷ୍ଠ ସ୍ଥାନରେ ରହିଥିଲା। ମିକ୍ସଡ୍ ୪ଗୁଣା ୪୦୦ ମିଟର୍ ରିଲେରେ ଭାରତ ୩:୨୩.୫୯ ସେକେଣ୍ଡରେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story