ଶେଷ ମ୍ୟାଚ୍‌ରେ ଅମ୍ପାୟାରିଂ କଲେ ଇଆନ୍‌ ଗୋଲ୍ଡ

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଭାରତ ଓ ଶ୍ରୀଲଙ୍କା ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ଆମ୍ପାୟାର ଇଆନ୍‌ ଗୋଲ୍ଡ ମଧ୍ୟ ଶେଷ ଥର ପାଇଁ ଅମ୍ପାୟାରିଂ କରୁଛନ୍ତି। କାରଣ ଏହି ମ୍ୟାଚ୍‌ ପରେ ସେ ଆମ୍ପାୟାରିଂରୁ ଅବସର ଗ୍ରହଣ କରିବେ। ଆଇସିସି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଇଆନ୍‌ ଏଯାଏ ୭୪ଟି ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିବା ବେଳେ ଆଜିର ଭାରତ-ଶ୍ରୀଲଙ୍କା ମ୍ୟାଚ୍‌କୁ ମିଶାଇ ୧୪୦ଟି ଦିନିକିଆରେ ଅମ୍ପାୟାରିଂ କରିଛନ୍ତି। […]

qryu

qryu

Hemant Lenka
  • Published: Saturday, 06 July 2019
  • Updated: 06 July 2019, 06:01 PM IST

Sports

Latest News

ଲିଡ୍‌ସ: ଚଳିତ ବିଶ୍ୱକପ୍‌ରେ ଭାରତ ଓ ଶ୍ରୀଲଙ୍କା ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଖେଳୁଛନ୍ତି। ଏହି ମ୍ୟାଚ୍‌ରେ ଇଂଲଣ୍ଡର ଆମ୍ପାୟାର ଇଆନ୍‌ ଗୋଲ୍ଡ ମଧ୍ୟ ଶେଷ ଥର ପାଇଁ ଅମ୍ପାୟାରିଂ କରୁଛନ୍ତି। କାରଣ ଏହି ମ୍ୟାଚ୍‌ ପରେ ସେ ଆମ୍ପାୟାରିଂରୁ ଅବସର ଗ୍ରହଣ କରିବେ।

ଆଇସିସି ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଇଆନ୍‌ ଏଯାଏ ୭୪ଟି ଟେଷ୍ଟ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିବା ବେଳେ ଆଜିର ଭାରତ-ଶ୍ରୀଲଙ୍କା ମ୍ୟାଚ୍‌କୁ ମିଶାଇ ୧୪୦ଟି ଦିନିକିଆରେ ଅମ୍ପାୟାରିଂ କରିଛନ୍ତି।

ଇଆନ୍‌ ଗୋଲ୍ଡ ୪ର୍ଥ ଥର ପାଇଁ ବିଶ୍ୱକପ୍‌ରେ ଅମ୍ପାୟାରିଂ କରିଛନ୍ତି। ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏଥିରେ ଇଆନ ଫିଲ୍ଡ ଅମ୍ପାୟାର ଥିଲେ। ୬୧ ବର୍ଷୀୟ ଇଆନ୍‌ ଇଂଲଣ୍ଡ ପାଇଁ ୧୯୮୩ ବିଶ୍ୱକପ୍‌ ଖେଳିଥିଲେ। ସେ ମୋଟ ୧୮ଟି ଦିନିକିଆ ଖେଳିଛନ୍ତି। ସେ ୧୩ ବର୍ଷ ଧରି ଅମ୍ପାୟାରିଂ କରି ଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story