ଆଇସିସି ପଚାରିଲା ପସନ୍ଦର ଅଧିନାୟକ କିଏ, ଫ୍ୟାନ ଦେଲେ ଏମିତି ଉତ୍ତର

ଦୁବାଇ: ଦଶନ୍ଧିର ସବୁଠାରୁ ପସନ୍ଦାର କ୍ୟାପ୍ଟେନ କିଏ? ଏକଥା ସ୍ଥିର କରିବାକୁ ଆଇସିସି ଫ୍ୟାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲା। ଫ୍ୟାନମାନେ ଦେଇଥିବା ଉତ୍ତର ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସପକ୍ଷରେ ଯାଇଛି। ୨୦୧୯ ବିଶ୍ୱକପ ପରେ ଧୋନି କ୍ରିକେଟ ମଇଦାନକୁ ଦୂରେଇ ରହିଛି। ହେଲେ ତାଙ୍କ କ୍ରେଜ ଏବେ ବି ବିଶ୍ୱ କ୍ରିକେଟରେ ରହିଛି। ସେ କେବେ ପଡ଼ିଆକୁ ଓହ୍ଲାଇବେ ତା’କୁ ଦେଖିବାକୁ ଲୋକେ ଚାତକ ଭଳି ଚାହିଁ ରହିଛନ୍ତି। ଧୋନି […]

ms

ms

Hemant Lenka
  • Published: Wednesday, 25 December 2019
  • Updated: 25 December 2019, 09:02 PM IST

Sports

Latest News

ଦୁବାଇ: ଦଶନ୍ଧିର ସବୁଠାରୁ ପସନ୍ଦାର କ୍ୟାପ୍ଟେନ କିଏ? ଏକଥା ସ୍ଥିର କରିବାକୁ ଆଇସିସି ଫ୍ୟାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲା। ଫ୍ୟାନମାନେ ଦେଇଥିବା ଉତ୍ତର ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସପକ୍ଷରେ ଯାଇଛି।

୨୦୧୯ ବିଶ୍ୱକପ ପରେ ଧୋନି କ୍ରିକେଟ ମଇଦାନକୁ ଦୂରେଇ ରହିଛି। ହେଲେ ତାଙ୍କ କ୍ରେଜ ଏବେ ବି ବିଶ୍ୱ କ୍ରିକେଟରେ ରହିଛି। ସେ କେବେ ପଡ଼ିଆକୁ ଓହ୍ଲାଇବେ ତା’କୁ ଦେଖିବାକୁ ଲୋକେ ଚାତକ ଭଳି ଚାହିଁ ରହିଛନ୍ତି। ଧୋନି ୨୦୧୪ରେ ଅପ୍ରତ୍ୟାଶିତ ଭାବେ ଟେଷ୍ଟରୁ ଅବସର ନେଇଥିଲେ। ଏହାପରେ ୨୦୧୭ରେ ସେ ଦିନିକିଆ ଓ ଟି-୨୦ ଅଧିନାୟକ ପଦ ଛାଡ଼ିଥିଲେ।

ତଥାପି ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଭାବେ ଖେଳି ଆସୁଛନ୍ତି। ଏବେ ଫ୍ୟାନମାନେ ଧୋନି ହିଁ ଦଶନ୍ଧି ମଧ୍ୟରେ ସେମାନଙ୍କ ସବୁଠାରୁ ପସନ୍ଦାର ଅଧିନାୟକ ବୋଲି ମତ ଦେଇଛନ୍ତି।

“ପସନ୍ଦର ଅଧିନାୟକ, ପସନ୍ଦର ୱିକେଟ କିପର, ପସନ୍ଦର ଖେଳାଳି। ସେ ହେଉଛନ୍ତି ଜଣେ। ଆଉ ତାଙ୍କ ନାଁ ଏମଏସ ଧୋନି” ବୋଲି ଜଣେ ଫ୍ୟାନ ଲେଖିଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି, “ଏମଏସ ଧୋନି ହିଁ ସବୁଠାରୁ ଆଗରେ। ସେ ଭାରତୀୟ କ୍ରିକେଟ ଓ ବିଶ୍ୱ କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଅଧିନାୟକ।”

୧୯୮୩ ପରେ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ଦିନିକିଆ ବିଶ୍ୱକପ ଓ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୧୩ରେ ଆଇସିସି ଚାମ୍ପିୟନଶିପ ଟ୍ରଫି ମଧ୍ୟ ଟିମ୍‌ ଇଣ୍ଡିଆ ଧୋନିଙ୍କ ଅଧିନାୟକତ୍ୱରେ ହାସଲ କରିଥିଲା। ଫ୍ୟାନମାନେ ଧୋନି ଧରିଥିବା ବିଶ୍ୱକପର ଫଟୋକୁ ମଧ୍ୟ ଶେୟାର କରିଛନ୍ତି।

ଜଣେ ଲେଖିଛନ୍ତ, “ ଯଦି ୨୦୧୯ରେ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ହୋଇଥାଆନ୍ତେ, ତା’ହେଲେ ଭାରତ ପୁଣିଥରେ ବିଶ୍ୱକପ ଦଖଲ କରିଥାଆନ୍ତା।” କେବଳ ଭାରତୀୟ ଫ୍ୟାନ ନୁହନ୍ତି, ବିଦେଶୀ କ୍ରିକେଟ ଫ୍ୟାନ ମଧ୍ୟ ଧୋନିଙ୍କୁ ଦଶନ୍ଧିର ସବୁଠାରୁ ପସନ୍ଦାର ଅଧିନାୟକ ଭାବେ ଚୟନ କରିଛନ୍ତି।

କିଛି ଲୋକ କହିଛନ୍ତି, “ଧୋନି ଦିନିକଆର ଶ୍ରେଷ୍ଠ କ୍ୟାପ୍ଟେନ ହୋଇଥିବା ବେଳେ ରୋହିତ ଶର୍ମା ଟି-୨୦ ଓ ବିରାଟ କୋହଲି ଟେଷ୍ଟ ଟିମ୍‌ର ନେତୃତ୍ୱ ନେବା କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story