“ଆଇସିସି ୧୦ ବର୍ଷ ହେଲାଣି କ୍ରିକେଟକୁ ସଫଳତାର ସହ ଶେଷ କରିଦେଇଛି”

ନୂଆଦିଲ୍ଲୀ: ଆଇସିସି ଗତ ୧୦ ବର୍ଷ ହେଲାଣି କ୍ରିକେଟକୁ ସଫଳତାର ଶହ ଶେଷ କରିଦେଇଛି। ଏବେ କ୍ରିକେଟ କେବଳ ଆଣ୍ଠେଇବାରେ ଲାଗିଛି। ଆଇସିସି ପୂରା କ୍ରିକେଟକୁ ବରବାଦ କରିଦେଇଛି ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଖତର ଆଇସିସିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସୀମିତି ଓଭର କ୍ରିକେଟକୁ ଆଇସିସି ନଷ୍ଟ କରିଦେଇଛି। ଏହା କେବଳ ବ୍ୟାଟସମ୍ୟାନଙ୍କ ଖେଳ ହୋଇଯାଇଛି। ଆଇସିସି କ୍ରିକେଟକୁ ଖତମ କରିଦେଇଥିବା ମୁଁ […]

dsx

dsx

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 09:07 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି ଗତ ୧୦ ବର୍ଷ ହେଲାଣି କ୍ରିକେଟକୁ ସଫଳତାର ଶହ ଶେଷ କରିଦେଇଛି। ଏବେ କ୍ରିକେଟ କେବଳ ଆଣ୍ଠେଇବାରେ ଲାଗିଛି। ଆଇସିସି ପୂରା କ୍ରିକେଟକୁ ବରବାଦ କରିଦେଇଛି ବୋଲି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅଖତର ଆଇସିସିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସୀମିତି ଓଭର କ୍ରିକେଟକୁ ଆଇସିସି ନଷ୍ଟ କରିଦେଇଛି। ଏହା କେବଳ ବ୍ୟାଟସମ୍ୟାନଙ୍କ ଖେଳ ହୋଇଯାଇଛି। ଆଇସିସି କ୍ରିକେଟକୁ ଖତମ କରିଦେଇଥିବା ମୁଁ ୧୦ ବର୍ଷ ହେଲା ଖୋଲାଖୋଲି ଭାବେ କହି ଆସୁଛି। ଆଇସିସି ଯେଉଁ ଲକ୍ଷ୍ୟ ରଖିଥିଲା ବେଶ ସଫଳତାର ସହ ଏହି କାମକୁ କରିଛି। ଆଇସିସି ଯାହା ଚିନ୍ତା କରିଥିଲା, ସେକଥା କରି ଦେଖାଇଛି।”

ଅଖତର ଆହୁରି କହିଛନ୍ତି, “ମୁଁ ବାଉନ୍ସର ନିୟମକୁ ବଦଳାଇବା ପାଇଁ ବାରମ୍ବାର କହି ଆସୁଛି। ଏବେ ଦୁଇଟି ନୂଆ ବଲ ଓ ୪ ଜଣ ଖେଳାଳି ୩୦ ୟାର୍ଡ ବାହାରେ ରହୁଛନ୍ତି। ତେଣୁ ଓଭର ପିଛା ବାଉନ୍ସର ସଂଖ୍ୟାକୁ ବଢ଼ାଇବା ଦରକାର। ଆପଣ ଦୟାକରି ଆଇସିସିକୁ ପଚାରନ୍ତୁ ଯେ ଏହି ୧୦ ବର୍ଷ ଭିତରେ କ୍ରିକେଟର ସ୍ତର ବଢ଼ିଛି ନା କମିଛି? କୁଆଡ଼େ ଗଲା ସଚିନ ବନାମ ସୋଏବ ଅଖତର ପ୍ରତିଯୋଗିତା?”

ସଚିନ ସମ୍ପର୍କରେ ଅଖତର କହିଛନ୍ତି, “ମୁଁ ସଚିନ ତେନ୍ଦୁଲକରଙ୍କୁ ବୋଲିଂ କରିବା ବେଳେ କେବେ ହେଲେ ଆକ୍ରମଣାତ୍ମକ ହୁଏନାହିଁ। ମୁଁ ତାଙ୍କୁ ବହୁତ ସମ୍ମାନ କରେ। କିନ୍ତୁ ମୁଁ ତାଙ୍କୁ ଚିନ୍ତାରେ ପକାଇବାକୁ ଚେଷ୍ଟା କରେ। ୨୦୦୬ରେ ଭାରତ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଆସିଥିଲା।

ମୁଁ ଜାଣିଥିଲି ଯେ ସଚିନଙ୍କ କହୁଣୀରେ ସମସ୍ୟା ରହିଛି। ତେଣୁ ସେ ଭଲ ଭାବେ ପୁଲ କିମ୍ବା ହୁକ ମାରିପାରିବେ ନାହିଁ। ତାଙ୍କୁ ଶାନ୍ତ ରଖିବା ପାଇଁ ମୁଁ ଏକାଧିକ ବାଉନ୍ସର ପକାଇଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story