ବେନ୍‌ ଷ୍ଟୋକ୍ସଙ୍କ ପାଇଁ ଆଇସିସି ଉପରେ ଫ୍ୟାନ୍‌ କ୍ଷୁବ୍ଧ

ଦୁବାଇ: ପୁଣିଥରେ ଫ୍ୟାନ୍‌ଙ୍କ ଟାର୍ଗେଟରେ ଆଇସିସି। ଆଇସିସି ପକ୍ଷରୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ଏକ ଫଟୋକୁ ପୋଷ୍ଟ କରାଯାଇଛି। ଏଥିରେ ଆଇସିସି ପୁଣିଥରେ ବେନ୍‌ ଷ୍ଟୋକ୍ସଙ୍କୁ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ଭାବେ ପରିଗଣିତ କରିଛି। ହେଲେ ଏହାକୁ ଫ୍ୟାନ୍‌ମାନେ ପସନ୍ଦ କରିନାହାନ୍ତି। ବିଶ୍ୱକପ ଫାଇନାଲ୍‌ରେ ଷ୍ଟୋକ୍ସ ଶେଷ ଯାଏ ୮୪ ରନ୍‌ କରି ଅପରାଜିତ ରହିଥିଲେ। ଏଥିପାଇଁ ଇଂଲଣ୍ଡ ସୁପର ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମଥର ବିଶ୍ୱ ବିଜେତା […]

ww

ww

Hemant Lenka
  • Published: Wednesday, 28 August 2019
  • Updated: 28 August 2019, 04:24 PM IST

Sports

Latest News

ଦୁବାଇ: ପୁଣିଥରେ ଫ୍ୟାନ୍‌ଙ୍କ ଟାର୍ଗେଟରେ ଆଇସିସି। ଆଇସିସି ପକ୍ଷରୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ଏକ ଫଟୋକୁ ପୋଷ୍ଟ କରାଯାଇଛି। ଏଥିରେ ଆଇସିସି ପୁଣିଥରେ ବେନ୍‌ ଷ୍ଟୋକ୍ସଙ୍କୁ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ଭାବେ ପରିଗଣିତ କରିଛି।

ହେଲେ ଏହାକୁ ଫ୍ୟାନ୍‌ମାନେ ପସନ୍ଦ କରିନାହାନ୍ତି। ବିଶ୍ୱକପ ଫାଇନାଲ୍‌ରେ ଷ୍ଟୋକ୍ସ ଶେଷ ଯାଏ ୮୪ ରନ୍‌ କରି ଅପରାଜିତ ରହିଥିଲେ। ଏଥିପାଇଁ ଇଂଲଣ୍ଡ ସୁପର ଓଭର୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପ୍ରଥମଥର ବିଶ୍ୱ ବିଜେତା ହୋଇଥିଲା।

ଏହାପରେ ଆଇସିସି ସଚିନ୍‌ ଓ ଷ୍ଟୋକ୍ସଙ୍କ ଏକ ଫଟୋ ପୋଷ୍ଟ କରିଥିଲା। ଏଥିରେ ଷ୍ଟୋକ୍ସଙ୍କୁ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ବୋଲି କହିଥିଲା। ଏବେ ଆଶେସ ସିରିଜ୍‌ରେ ଷ୍ଟୋକ୍ସଙ୍କ ଅପରାଜିତ ଶତକ ଯୋଗୁ ଇଂଲଣ୍ଡ ତୃତୀୟ ଟେଷ୍ଟକୁ ଜିତିବାକୁ ସକ୍ଷମ ହୋଇଥିଲା। ଏହାପରେ ଆଇସିସି ତା’ର ପୁରୁଣା କଥାକୁ ଦୋହରାଇ ଉକ୍ତ ଫଟୋକୁ ପୋଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos