ହରମନ୍‌ପ୍ରୀତ ଆଇସିସି ଟି-୨୦ ଦଳର ଅଧିନାୟକ

ଦୁବାଇ: ଚଳିତ ବର୍ଷ ଆଇସିସି ଟି-୨୦ ମହିଳା ଦଳର ଅଧିନାୟକ ଭାବେ ଭାରତର ହରମନପ୍ରୀତ କୌରଙ୍କୁ ନିଯୁକ୍ତି ମିଳିଛି। ଏଥିସହ ଏହି ବିଶ୍ୱ ଟି-୨୦ ଦଳରେ ଭାରତର ଓପନ୍‌ର ସ୍ମୃତି ମନ୍ଧାନା ଓ ପୁନମ ଯାଦବଙ୍କୁ ମଧ୍ୟ ଆଇସିସି ସ୍ଥାନ ଦେଇଛି। ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ପ୍ରତିବର୍ଷ ଆଇସିସି ଏଭଳି ଟିମ୍‌ ଘୋଷଣା କରେ। ଆଇସିସିର ଦିନିକିଆ ଦଳର ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଙ୍କୁ ମନୋନୀତ କରିଛି। ଆଇସିସିର ଭୋଟିଂ ଏକାଡେମୀ ପକ୍ଷରୁ […]

h

h

Hemant Lenka
  • Published: Monday, 31 December 2018
  • Updated: 31 December 2018, 06:05 PM IST

Sports

Latest News

ଦୁବାଇ: ଚଳିତ ବର୍ଷ ଆଇସିସି ଟି-୨୦ ମହିଳା ଦଳର ଅଧିନାୟକ ଭାବେ ଭାରତର ହରମନପ୍ରୀତ କୌରଙ୍କୁ ନିଯୁକ୍ତି ମିଳିଛି। ଏଥିସହ ଏହି ବିଶ୍ୱ ଟି-୨୦ ଦଳରେ ଭାରତର ଓପନ୍‌ର ସ୍ମୃତି ମନ୍ଧାନା ଓ ପୁନମ ଯାଦବଙ୍କୁ ମଧ୍ୟ ଆଇସିସି ସ୍ଥାନ ଦେଇଛି। ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ପ୍ରତିବର୍ଷ ଆଇସିସି ଏଭଳି ଟିମ୍‌ ଘୋଷଣା କରେ।

ଆଇସିସିର ଦିନିକିଆ ଦଳର ଅଧିନାୟକ ଭାବେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଙ୍କୁ ମନୋନୀତ କରିଛି। ଆଇସିସିର ଭୋଟିଂ ଏକାଡେମୀ ପକ୍ଷରୁ ଏଭଳି ଖେଳାଳି ଚୟନ କରାଯାଇଛି। ଏହି ଏକାଡେମୀରେ ବହୁ ପୂର୍ବତନ ଖେଳାଳି ଏବଂ ବିଶେଷଜ୍ଞ ରହିଛନ୍ତି।

ହରମନ୍‌ପ୍ରୀତଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଠାରେ ଅନୁଷ୍ଠିତ ମହିଳା ବିଶ୍ୱକପ୍‌ ସେମିଫାଇନାଲ୍‌ ଖେଳିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ହରମନପ୍ରୀତ ୧୮୩ ରନ୍‌ କରିଥିଲେ। ସେହିପରି ଚଳିତ ବର୍ଷ ହରମନପ୍ରୀତ ୨୫ଟି ମ୍ୟାଚ୍‌ରେ ୬୬୩ ରନ୍‌ କରିଛନ୍ତି। ଏହି ଆଇସିସି ଦଳରେ ୫ଟି ଦେଶର ଖେଳାଳିଙ୍କୁ ସାମିଲ କରାଯାଇଛି। ଟି-୨୦ର ବିଶ୍ୱବିଜେତା ଅଷ୍ଟ୍ରେଲିଆର ୪ ଜଣ ଖେଳାଳି ଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ୨ ଜଣ, ବାଂଲାଦେଶର ଓ ଇଂଲଣ୍ଡର ଜଣେ ଲେଖାଏ ଖେଳାଳି ରହିଛନ୍ତି।

ସେହିପରି ଦିନିକିଆ ଭାରତରୁ ମନ୍ଧାନା ଓ ପୁନମ ଯାଦବ ରହିଛନ୍ତି। ଏମାନଙ୍କ ବ୍ୟତୀତ ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡର ଦୁଇ ଜଣ ଲେଖାଏ ଖେଳାଳିଙ୍କୁ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ରୁ ଜଣେ ଲେଖାଏ ଖେଳାଳିଙ୍କୁ ଟି-୨୦ ଦଳରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story