ଆଇସିସି ଦିନିକିଆ ଟିମ୍‌ରେ ସ୍ଥାନ ପାଇଲେ ୩ ଭାରତୀୟ, ଧୋନୀ ଆଉଟ୍‌: ବିରାଟ ଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସିର ୨୦୧୭ ପାଇଁ ଶ୍ରେଷ୍ଠ ଦିନିକିଆ ଅଧିନାୟକ ଆୱାର୍ଡ ବିରାଟ କୋହଲିଙ୍କୁ ମିଳିଛି। ବିରାଟ କୋହଲି ଏ ବର୍ଷର କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ଆଇସିସି ତାଙ୍କୁ ୨୦୧୭ ପାଇଁ ଶ୍ରେଷ୍ଠ କ୍ରିକେଟର୍‌ ବୋଲି ଘୋଷଣା କରିଛି। କେବଳ ଏତିକି ନୁହେଁ ବିରାଟଙ୍କୁ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ ଚୟନ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଧୋନୀଙ୍କୁ ଏହି ଟିମ୍‌ରେ ସ୍ଥାନ ମିଳିନାହିଁ। ୨୦୧୬ ସେପ୍ଟେମ୍ବରରୁ ୨୦୧୭ ଡେସେମ୍ବର […]

team-india-1

team-india-1

Rakesh Mallick
  • Published: Friday, 19 January 2018
  • Updated: 19 January 2018, 10:01 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସିର ୨୦୧୭ ପାଇଁ ଶ୍ରେଷ୍ଠ ଦିନିକିଆ ଅଧିନାୟକ ଆୱାର୍ଡ ବିରାଟ କୋହଲିଙ୍କୁ ମିଳିଛି। ବିରାଟ କୋହଲି ଏ ବର୍ଷର କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ଆଇସିସି ତାଙ୍କୁ ୨୦୧୭ ପାଇଁ ଶ୍ରେଷ୍ଠ କ୍ରିକେଟର୍‌ ବୋଲି ଘୋଷଣା କରିଛି।

କେବଳ ଏତିକି ନୁହେଁ ବିରାଟଙ୍କୁ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ ଚୟନ କରାଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଧୋନୀଙ୍କୁ ଏହି ଟିମ୍‌ରେ ସ୍ଥାନ ମିଳିନାହିଁ। ୨୦୧୬ ସେପ୍ଟେମ୍ବରରୁ ୨୦୧୭ ଡେସେମ୍ବର ପର୍ଯ୍ୟନ୍ତ ପ୍ରଦର୍ଶନ ଆଧାରରେ ଆଇସିସି ଖେଳାଳିଙ୍କୁ ଚୟନ କରି ଏହି ଟିମ୍‌ରେ ସ୍ଥାନ ଦେଇଛି।

ଆଇସିସି ଦିନିକିଆରେ ଭାରତର ବିରାଟ କୋହଲିଙ୍କୁ ଅଧିନାୟକ ଭାର ଦିଆଯାଇଛି। ତାଙ୍କର ପ୍ରଦର୍ଶନ ବେଶ ଭଲ ରହିଛି। ସେ ଏହି ସମୟରେ ୩୧ଟି ମ୍ୟାଚ୍‌ରୁ ୮୩ ଆଭରେଜ୍‌ରେ ୧୮୧୮ ରନ କରିଛନ୍ତି ଯେଉଁଥିରେ ରହିଛି ୭ଟି ଶତକ ଓ ୮ଟି ଅର୍ଦ୍ଧଶତକ। ଏହାସହ ଭାରତରୁ ରୋହିତ ଶର୍ମା, ବୁମ୍‌ରାଙ୍କୁ ଆଇସିସି ଦିନିକିଆ ଟିମ୍‌ରେ ସ୍ଥାନ ମିଳିଛି।

ଆଇସିସି ଦିନିକିଆ ଦଳ
ବିରାଟ କୋହଲି(ଅଧିନାୟକ), ଡେଭିଡ୍ ୱାର୍ନର,ରୋହିତ ଶର୍ମା, ବାବର ଆଜମ୍‌, ଡିଭିଲିୟର୍ସ, ଡିକକ୍‌(ୱିକେଟ୍‌ କିପର୍‌), ବେନ୍‌ ଷ୍ଟୋକ୍ସ, ଟ୍ରେଣ୍ଟ୍‌ ବୋଲ୍ଟ, ହାସନ ଅଲି, ରସିଦ ଖାନ, ବୁମ୍‌ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story