ଆଇସିସି ଟେଷ୍ଟ ଏକ ନମ୍ବର ମାନ୍ୟତା ବଜାୟ ରଖିଲା ଭାରତ

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜି ଜିତିଥିବା ଭାରତ ଆଇସିସି ଟେଷ୍ଟ ରାଙ୍କର ଏକ ନମ୍ବର ସ୍ଥାନ ବଜାଇ ରଖିଛି। ସେହିପରି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଟେଷ୍ଟ ବୋଲିଂ ତାଲିକାରେ ପୂର୍ବ ପରି ଏକ ନମ୍ବର ସ୍ଥାନରେ ରହିଛନ୍ତି। ୩-୦ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହଟାଇ ପ୍ରଥମ ସ୍ଥାନରେ ରହିଛି। ଆଜି ଦୁବାଇରେ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଟେଷ୍ଟ ତାଲିକାରୁ ଏହା ଜଣାପଡିଛି। ଟେଷ୍ଟ ଟିମ୍‌ ତାଲିକାରେ […]

indian-team

indian-team

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 10:25 PM IST

Sports

Latest News

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜି ଜିତିଥିବା ଭାରତ ଆଇସିସି ଟେଷ୍ଟ ରାଙ୍କର ଏକ ନମ୍ବର ସ୍ଥାନ ବଜାଇ ରଖିଛି। ସେହିପରି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଟେଷ୍ଟ ବୋଲିଂ ତାଲିକାରେ ପୂର୍ବ ପରି ଏକ ନମ୍ବର ସ୍ଥାନରେ ରହିଛନ୍ତି।

୩-୦ରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହଟାଇ ପ୍ରଥମ ସ୍ଥାନରେ ରହିଛି। ଆଜି ଦୁବାଇରେ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଟେଷ୍ଟ ତାଲିକାରୁ ଏହା ଜଣାପଡିଛି।

ଟେଷ୍ଟ ଟିମ୍‌ ତାଲିକାରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି। ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ୱେଷ୍ଟ ଇଣ୍ଡିଜ ଏବଂ ଜିମ୍ବାୱେ ତଳକୁ ତଳ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story