ଆଇସିସି ଟେଷ୍ଟ୍ ମାନ୍ୟତା: ପାକିସ୍ତାନକୁ ହଟାଇ ଭାରତ ପୁଣି ଏକ ନମ୍ବର

ଦୁବାଇ: କୋଲକାତାର ଇଡେନ୍ ଗାର୍ଡେନ୍‌ରେ ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ହରାଇ ସିରିଜ୍‌ କବ୍‌ଜା କରିଥିବା ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଏହି ବିଜୟ ସହିତ ଦଳ ପାକିସ୍ତାନକୁ ହଟାଇ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତା ଟେବୁଲ୍‌ର ୧ ନମ୍ବର ସ୍ଥାନ ହାତେଇଛି। ୧ ନମ୍ବର ସ୍ଥାନ ବଜାୟ ରଖିବା ପାଇଁ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌କୁ ଜିତିବାକୁ ହେବ ଅବା ଡ୍ର’ ରଖିବାକୁ ହେବ। ଯଦି ଭାରତ ଏହି ସିରିଜ୍‌କୁ […]

cricket2

cricket2

Rakesh Mallick
  • Published: Monday, 03 October 2016
  • Updated: 03 October 2016, 06:53 PM IST

Sports

Latest News

cricket5ଦୁବାଇ: କୋଲକାତାର ଇଡେନ୍ ଗାର୍ଡେନ୍‌ରେ ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ହରାଇ ସିରିଜ୍‌ କବ୍‌ଜା କରିଥିବା ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଏହି ବିଜୟ ସହିତ ଦଳ ପାକିସ୍ତାନକୁ ହଟାଇ ପୁଣି ଥରେ ଆଇସିସି ଟେଷ୍ଟ ମାନ୍ୟତା ଟେବୁଲ୍‌ର ୧ ନମ୍ବର ସ୍ଥାନ ହାତେଇଛି।

୧ ନମ୍ବର ସ୍ଥାନ ବଜାୟ ରଖିବା ପାଇଁ ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ମ୍ୟାଚ୍‌କୁ ଜିତିବାକୁ ହେବ ଅବା ଡ୍ର’ ରଖିବାକୁ ହେବ। ଯଦି ଭାରତ ଏହି ସିରିଜ୍‌କୁ ୩-୦ରେ ଜିତି ଯାଏ ତା’ହେଲେ ୧୧୫ ପଏଣ୍ଟ ପାଇବ। ଯଦି ଶେଷ ମ୍ୟାଚ୍‌ ଡ୍ର’ ହେବ ଓ ଭାରତ ୨-୦ରେ ସିରିଜ୍ ଜିତିବ ତା’ହେଲେ ୧୧୩ ପଏଣ୍ଟ ପାଇବ। ତା’ହେଲେ ପାକିସ୍ତାନ ଭାରତକୁ ୧ ନମ୍ବର ସ୍ଥାନରୁ ହଟାଇ ପାରିବ ନାହିଁ। ଦଳ ୱେଷ୍ଟଇଣ୍ଡିଜ୍‌କୁ ହରାଇଲେ ମଧ୍ୟ ୧୧୨ ପଏଣ୍ଟ ପାଇବ।

ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିଜୟୀ ହେଲେ ଭାରତକୁ ୧୧୧ ପଏଣ୍ଟ ମିଳିବ। ତା’ହେଲେ ପାକିସ୍ତାନକୁ ପୁଣି ୧ ନମ୍ବର ସ୍ଥାନ ଫେରି ପାଇବାର ସୁଯୋଗ ମିଳିବ।

ଅକ୍ଟୋବର ୧୩ରେ ପାକିସ୍ତାନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବ।

ସୂଚନାଯୋଗ୍ୟ, ୨୦୦୩ରେ ନୂଆ ମାନ୍ୟତା ବ୍ୟବସ୍ଥା କରାଗଲା ପରେ ଭାରତ ଚତୁର୍ଥ ଥର ପାଇଁ ଆଇସିସି ଟେଷ୍ଟ ମାନ୍ୟତାର ପ୍ରଥମ ସ୍ଥାନ ହାତେଇଛି। ଏହା ପୂର୍ବରୁ ୨୦୦୯ ନଭେମ୍ବର ମାସରୁ ୨୦୧୧ ଅଗଷ୍ଟ ପର୍ଯ୍ୟନ୍ତ ଭାରତ ଆଇସିସି ଟେଷ୍ଟ ମାନ୍ୟତାର ୧ ନମ୍ବର ସ୍ଥାନରେ ରହିଥିଲା। ୨୦୧୬ ଜାନୁଆରୀ-ଫେବୃଆରୀରେ ଅଳ୍ପ ସମୟ ପାଇଁ ଏହି ସ୍ଥାନ ଅଧିକାର କରିଥିଲା ଟିମ୍ ଇଣ୍ଡିଆ। ତା’ପରେ ୨୦୧୬ ଅଗଷ୍ଟରେ ବି ଆଇସିସି ଟେଷ୍ଟ ମାନ୍ୟତାରେ ୧ ନମ୍ବର ସ୍ଥାନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story