ନେଟ୍ସରେ ଅଭ୍ୟାସ ଆରମ୍ଭ କଲେ ଭୁବି

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ପାଇଁ ଖୁସି ଖବର। ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ମଙ୍ଗଳବାର ୩୦-୩୫ ମିନିଟ୍ ପର୍ଯ୍ୟନ୍ତ ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୁରୁବାର ହେବାକୁଥିବା ମୁକାବିଲାରେ ସେ ମଇଦାନକୁ ଓହ୍ଲାଇବେ କି ନାହିଁ। ଭୁବନେଶ୍ୱର ଫୁଲ୍ ରନ୍-ଅପରେ ବୋଲିଂ କରିଥିଲେ, ଯାହା ଦେଖି ଲାଗୁଛି ଯେ ତାଙ୍କ ମାଂସପେଶୀ ସମସ୍ୟାରେ ସୁଧାର ହେବାରେ ଲାଗିଛି। ଭୁବନେଶ୍ୱର ଛୋଟ ରନ୍-ଅପରେ […]

bhuvi

bhuvi

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 09:41 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ପାଇଁ ଖୁସି ଖବର। ଟିମର ଷ୍ଟାର୍ ପେସ୍ ବୋଲର ଭୁବନେଶ୍ୱର କୁମାର ମଙ୍ଗଳବାର ୩୦-୩୫ ମିନିଟ୍ ପର୍ଯ୍ୟନ୍ତ ନେଟ୍ସରେ ବୋଲିଂ ଅଭ୍ୟାସ କରିଥିଲେ।

ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୁରୁବାର ହେବାକୁଥିବା ମୁକାବିଲାରେ ସେ ମଇଦାନକୁ ଓହ୍ଲାଇବେ କି ନାହିଁ। ଭୁବନେଶ୍ୱର ଫୁଲ୍ ରନ୍-ଅପରେ ବୋଲିଂ କରିଥିଲେ, ଯାହା ଦେଖି ଲାଗୁଛି ଯେ ତାଙ୍କ ମାଂସପେଶୀ ସମସ୍ୟାରେ ସୁଧାର ହେବାରେ ଲାଗିଛି।

ଭୁବନେଶ୍ୱର ଛୋଟ ରନ୍-ଅପରେ ବୋଲିଂ ଆରମ୍ଭ କରିଥିଲେ। ଏହା ପରେ ସେ ଧୀରେ ଧୀରେ ରନ୍-ଅପ୍ ବଢ଼ାଇଥିଲେ। ତେବେ ଭୁବି ଫୁଲ୍ ରନ୍-ଅପରେ ବେଶୀ ବୋଲିଂ କରିନଥିଲେ। ଭୁବନେଶ୍ୱର ଏହି ଅଭ୍ୟାସ ଫିଜିଓ ପ୍ୟାଟ୍ରିକ୍ ଫରହାର୍ଟଙ୍କ ମାର୍ଗଦର୍ଶନରେ କରିଛନ୍ତି।

ଭୁବି ଚାରି-ପାଞ୍ଚ ଷ୍ଟେପ ରନ୍-ଅପ୍ ଆରମ୍ଭ କରିଥିଲେ ଏବଂ ଏହା ପରେ ନିୟମିତ ବ୍ୟବଧାନରେ ରନ୍-ଅପ୍ ବଢ଼ାଇଥିଲେ। ଅଧିନାୟକ ବିରାଟ କୋହଲି ଏବେ ଭୁବିଙ୍କ ଉପରେ ନଜର ରଖିଛନ୍ତି। ଭୁବିଙ୍କୁ ଦେଖି ଲାଗୁଛି ଯେ, ତାଙ୍କୁ ଏବେ କୌଣସି ଆହତ ସମସ୍ୟା ନାହିଁ, ଯାହା ଭାରତ ପାଇଁ ଭଲ ଖବର।

ଏହା ପୂର୍ବରୁ ନବଦୀପ ସାଇନି ସୋମବାର ଭାରତୀୟ ଟିମ୍ ସହ ଯୋଗ ଦେଇଥିଲେ। ସାଇନିଙ୍କ ଇଂଲଣ୍ଡ ଯିବା ଏବଂ ଭୁବିଙ୍କ ଆହତ ସମ୍ବନ୍ଧରେ କୌଣସି ସୂଚନା ନମିଳିବା ଦ୍ୱାରା ଲାଗୁଥିଲା ଯେ ଭୁବନେଶ୍ୱର ହୁଏତ ବିଶ୍ୱକପରୁ ବାଦ୍ ପଡ଼ିବେ। କିନ୍ତୁ ଭାରତୀୟ ଟିମ୍ ସ୍ପଷ୍ଟ କରିଛି ଯେ, ସାଇନି କେବଳ ନେଟରେ ବୋଲିଂ କରିବା ପାଇଁ ଇଂଲଣ୍ଡ ଯାଇଛନ୍ତି। ସାଇନିଙ୍କୁ ଚୟନକର୍ତ୍ତା ବିଶ୍ୱକପ୍ ଟିମରେ ଷ୍ଟାଣ୍ଡବାଇ ଭାବେ ଚୟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story