ବିଶ୍ୱକପର ସଫଳ ଡେବ୍ୟୁଟାଣ୍ଟ

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପରେ ପାଦ ଦେବା ମାତ୍ରକେ କିଛି ଖେଳାଳି ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଚଳିତ ସଂସ୍କରଣରେ ପ୍ରାୟ ୮୦ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବେ। କିନ୍ତୁ ଆମେ ଯଦି ଇତିହାସକୁ ଦେଖିବା, ବହୁତ କମ୍ ଖେଳାଳି ଅଛନ୍ତି, ଯିଏ ବିଶ୍ୱକପ ପଦାର୍ପଣରେ ହିଁ ଧମାକା କରିଛନ୍ତି। ଆସନ୍ତୁ ଜାଣିବା କେଉଁ ଖେଳାଳି, ଯିଏ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ସହ ଡେବ୍ୟୁ କରିଛନ୍ତି। ଗ୍ୟାରୀ ଗିଲମୋର୍ (ଅଷ୍ଟ୍ରେଲିଆ): ୧୯୭୫ ବିଶ୍ୱକପରେ ଗ୍ୟାରୀ […]

debut

debut

Hemant Lenka
  • Published: Saturday, 01 June 2019
  • Updated: 01 June 2019, 05:09 PM IST

ନୂଆଦିଲ୍ଲୀ: କ୍ରିକେଟ୍ ବିଶ୍ୱକପରେ ପାଦ ଦେବା ମାତ୍ରକେ କିଛି ଖେଳାଳି ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଚଳିତ ସଂସ୍କରଣରେ ପ୍ରାୟ ୮୦ ଖେଳାଳି ପ୍ରଥମଥର ବିଶ୍ୱକପ୍ ଖେଳିବେ। କିନ୍ତୁ ଆମେ ଯଦି ଇତିହାସକୁ ଦେଖିବା, ବହୁତ କମ୍ ଖେଳାଳି ଅଛନ୍ତି, ଯିଏ ବିଶ୍ୱକପ ପଦାର୍ପଣରେ ହିଁ ଧମାକା କରିଛନ୍ତି। ଆସନ୍ତୁ ଜାଣିବା କେଉଁ ଖେଳାଳି, ଯିଏ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ ସହ ଡେବ୍ୟୁ କରିଛନ୍ତି।

ଗ୍ୟାରୀ ଗିଲମୋର୍ (ଅଷ୍ଟ୍ରେଲିଆ): ୧୯୭୫ ବିଶ୍ୱକପରେ ଗ୍ୟାରୀ ଗିଲମୋରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ପାଇଁ ସେମିଫାଇନାଲ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ସେ ଏହି ମ୍ୟାଚକୁ ବେଶ୍ ସ୍ମରଣୀୟ କରିଥିଲେ। ଏହି ବାମହାତୀ ପେସ୍ ବୋଲର ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ମାତ୍ର ୧୨ ଓଭରରେ ମାତ୍ର ୧୪ ରନ୍ ଦେଇ ୬ ୱିକେଟ୍ ହାସଲ କରିଥିଲେ।

ତାଙ୍କର ଏହି ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଥିଲା। ତେବେ ଗ୍ୟାରୀଙ୍କ ଏହି ରେକର୍ଡ ୧୯୮୩ ବିଶ୍ୱକପରେ ଡେଭିଡ୍ ୱିନଷ୍ଟନ୍ ଭାଙ୍ଗି ଦେଇଥିଲେ। ଗ୍ୟାରୀ ମେସିଫାଇନାଲରେ ବ୍ୟାଟିଂରେ ୨୮ ରନର ଯୋଗଦାନ ମଧ୍ୟ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫାଇନାଲରେ ସେ ୪୮ ରନ୍ ଦେଇ ୫ ୱିକେଟ୍ ନେଇଥିଲେ।

ଆଣ୍ଡ୍ର୍ୟୁ ସାଇମଣ୍ଡସ୍ (ଅଷ୍ଟ୍ରେଲିଆ): ସାଇମଣ୍ଡସ୍ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚରେ ସଫଳ ସାବ୍ୟସ୍ତ ହୋଇଥିଲେ। ୨୦୦୩ ବିଶ୍ୱକପରେ ଜୋହାନ୍ସବର୍ଗରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ସାଇମଣ୍ଡସ୍ ୧୨୫ ବଲରେ ୧୪୩ ରନ୍ କରିଥିଲେ। ସେ ବ୍ୟାଟିଂ କରିବାକୁ ଆସିବା ସମୟରେ ଅଷ୍ଟ୍ରେଲିଆର ସ୍କୋର ୪ ୱିକେଟରେ ୮୬ ରନରେ ଥିଲା।

ସେହି ସମୟରେ ୱାସିମ୍ ଆକ୍ରାମ, ୱକାର ୟୁନିସ, ଶୋଏବ ଅଖତର ଏବଂ ଶାହିଦି ଆଫ୍ରିଦିଙ୍କ ଭଳି ଘାତକ ବୋଲର ଥିଲେ। ଅଷ୍ଟ୍ରେଲିଆ ସାଇମଣ୍ଡସଙ୍କ ଶତକ ବଳରେ ୩୧୦ ରନ୍ କରିଥିଲା ଏବଂ ପାକିସ୍ତାନକୁ ୮୨ ରନରେ ପରାସ୍ତ କରିଥିଲା।

ବିରାଟ କୋହଲି (ଭାରତ): ୨୦୧୧ରେ ବିରାଟ କୋହଲି ବାଂଲାଦେଶ ବିପକ୍ଷ ବିଶ୍ୱକପ୍ ଡେବ୍ୟୁ କରିଥିଲେ। ୨୨ ବର୍ଷୀୟ ବିରାଟ ଏହି ମ୍ୟାଚରେ ୮୩ ବଲରେ ଶତକ ମାରି ଜବରଦସ୍ତ ପଦାର୍ପଣ କରିଥିଲେ। ଭାରତ ଏହି ମ୍ୟାଚରେ ୪ ୱିକେଟରେ ୩୭୦ ରନ୍ କରିଥିଲା। କୋହଲିଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଏହି ମ୍ୟାଚରେ ୧୭୫ ରନର ଦମଦାର ଇନିଂସ୍ ଖେଳିଥିଲେ ଏବଂ ଭାରତ ୮୭ ରନରେ ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story