ଅଭ୍ୟାସ ମ୍ୟାଚରେ ଧୋନି ଓ ରାହୁଲଙ୍କ ବିସ୍ଫୋରକ ଶତକ

କାର୍ଡିଫ୍: ଅଭ୍ୟାସ ମ୍ୟାଚରେ ଚମକିଛି ମହେନ୍ଦ୍ର ସିଂହ ଧୋନି ଓ ଲୋକେଶ ରାହୁଲଙ୍କ ବ୍ୟାଟ୍। ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ତା’ର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ପଡୋଶୀ ବାଂଲାଦେଶକୁ ଭେଟିଛି। ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ଫେଲ୍ ମାରିଥିବା ବେଳେ ଭେଟେରାନ୍ ଧୋନି ଓ ରାହୁଲ ଜବରଦସ୍ତ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି। ଦୁହିଁଙ୍କ ଏହି ବିସ୍ଫୋରକ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୫୯ ରନ୍ କରିଛି। […]

dhoni

dhoni

Hemant Lenka
  • Published: Tuesday, 28 May 2019
  • Updated: 28 May 2019, 07:37 PM IST

Sports

Latest News

କାର୍ଡିଫ୍: ଅଭ୍ୟାସ ମ୍ୟାଚରେ ଚମକିଛି ମହେନ୍ଦ୍ର ସିଂହ ଧୋନି ଓ ଲୋକେଶ ରାହୁଲଙ୍କ ବ୍ୟାଟ୍। ବିଶ୍ୱକପ୍ ପୂର୍ବରୁ ଆଜି ଭାରତ ତା'ର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ପଡୋଶୀ ବାଂଲାଦେଶକୁ ଭେଟିଛି। ଏହି ମ୍ୟାଚରେ ଭାରତର ଟପ୍ ଅର୍ଡର ଫେଲ୍ ମାରିଥିବା ବେଳେ ଭେଟେରାନ୍ ଧୋନି ଓ ରାହୁଲ ଜବରଦସ୍ତ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି।

ଦୁହିଁଙ୍କ ଏହି ବିସ୍ଫୋରକ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୫୯ ରନ୍ କରିଛି। ଫଳରେ ମୁକାବିଲାକୁ ଜିତିବା ପାଇଁ ବାଂଲାଦେଶକୁ ୩୬୦ ରନ୍ କରିବାକୁ ପଡ଼ିବ। ଧୋନି ମାତ୍ର ୭୮ ବଲରେ ୮ ଚୌକା ଓ ୭ ଛକା ସହ ୧୧୩ ଓ ରାହୁଲ୍ ୯୯ ବଲରେ ୧୨ ଚୌକା ଓ ୪ ଛକା ସହ ୧୦୮ ରନ୍ କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ଓପ୍ନର ରୋହିତ ଶର୍ମା ଓ ଶିଖର ଧୱନ୍ କ୍ରମାଗତ ଦ୍ୱିତୀୟଥର ପାଇଁ ଫେଲ୍ ମାରିଥିଲେ। ଧୱନ୍ ଆଜି ମାତ୍ର ୧ ରନ୍ କରି ମୁସ୍ତାଫିଜୁର ରେହମାନଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିବା ବେଳେ ରୋହିତ (୧୯)ଙ୍କୁ ରୁବେଲ୍ ହୁସେନ୍ କ୍ଲିନ୍ ବୋଲ୍ଡ କରିଥିଲେ।

ଅଧିନାୟକ ବିରାଟ କୋହଲି ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି। ବିରାଟ ୪୬ ବଲରେ ୫ ଚୌକା ସହ ୪୭ ରନ୍ କରି ଆଉଟ୍ ହୋଇଥିଲେ। ବିଜୟ ଶଙ୍କର (୨) ମଧ୍ୟ ସେଭଳି କିଛି କମାଲ୍ କରିପାରିନଥିଲେ। ଏହି ସମୟରେ ଭାରତ ୧୦୨ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ରାହୁଲ ଓ ଧୋନି ଧୈର୍ଯ୍ୟର ସହ ବ୍ୟାଟିଂ କରି ଭାରତକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ।

ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୧୬୪ ରନର ଭାଗୀଦାରୀ କରିଥିଲେ। ରାହୁଲଙ୍କୁ ସବିର ରେହମାନ୍ ବୋଲ୍ଡ କରିଥିଲେ। ତାଙ୍କ ସ୍ଥାନରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଧୋନିଙ୍କ ସହ ମିଶି ୫୯ ରନ୍ ଯୋଡ଼ିଥିଲେ। ପାଣ୍ଡ୍ୟା ୧୧ ବଲରେ ଦ୍ରୁତ ୨୧ (୨ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଧୋନି ୭୩ ବଲରେ ଶତକ ପୂରଣ କରିଥିଲେ। ଧୋନିଙ୍କୁ ସାକିବ୍ ଅଲ୍ ହାସନ୍ ବୋଲ୍ଡ କରିଥିଲେ। ରବୀନ୍ଦ୍ର ଜାଡେଜା ୧୧ (୪ ବଲ) ଓ ଦିନେଶ କାର୍ତ୍ତିକ ୪ ରନ୍ କରି ଅପରାଜିତ ଥିଲେ। ବାଂଲାଦେଶ ପକ୍ଷରୁ ରୁବେଲ୍ ଓ ସାକିବ ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story