ସେହୱାଗଙ୍କ ବିସ୍ଫୋରକ ପାଳି: IPL, MCL ପରେ ICE ଲିଗ୍‌ରେ ମଧ୍ୟ ପ୍ରଥମ ବଲରେ ମାରିଲେ ଚୌକା  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହବାଗ। ସୁଇଜରଲ୍ୟାଣ୍ଡର ବରଫ ଆବୃତ ପଡିଆରେ ଆଇସିସି ଦ୍ୱାରା ଆଇସି କ୍ରିକେଟ୍‌ ଚ୍ୟାଲେଞ୍ଜର ଏକ ମ୍ୟାଚରେ ସେହୱାଗଙ୍କୁ ବ୍ୟାଟିଂ କରୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଚ୍ୟାଲେଞ୍ଜରେ ବିରେନ୍ଦ୍ର ସେହୱାଗଙ୍କ ଟିମ୍‌ ଓ ପାକିସ୍ତାନର ପୂର୍ବ କ୍ରିକେଟର୍‌ ଆଫ୍ରିଦିଙ୍କ ଟିମ୍‌ ମଧ୍ୟରେ ଲେଢେଇ ଦେଖିବାକୁ ମିଳିଥିଲା। ଯେଉଁଥିରେ ଆଫ୍ରିଦିଙ୍କ ଟିମ୍‌ ରୋୟାଲ୍ସ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା। ସେହୱାଗଙ୍କ ଟିମ୍‌ ପ୍ୟାଲେସ ଡାଇମଣ୍ଡ୍ସ […]

_2da98694-0ce5-11e8-ba67-a8387f729390

_2da98694-0ce5-11e8-ba67-a8387f729390

Rakesh Mallick
  • Published: Friday, 09 February 2018
  • Updated: 09 February 2018, 12:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣିଥରେ ବ୍ୟାଟ୍ ଧରି ପଡ଼ିଆକୁ ଓହ୍ଲାଇଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହବାଗ। ସୁଇଜରଲ୍ୟାଣ୍ଡର ବରଫ ଆବୃତ ପଡିଆରେ ଆଇସିସି ଦ୍ୱାରା ଆଇସି କ୍ରିକେଟ୍‌ ଚ୍ୟାଲେଞ୍ଜର ଏକ ମ୍ୟାଚରେ ସେହୱାଗଙ୍କୁ ବ୍ୟାଟିଂ କରୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଏହି ଚ୍ୟାଲେଞ୍ଜରେ ବିରେନ୍ଦ୍ର ସେହୱାଗଙ୍କ ଟିମ୍‌ ଓ ପାକିସ୍ତାନର ପୂର୍ବ କ୍ରିକେଟର୍‌ ଆଫ୍ରିଦିଙ୍କ ଟିମ୍‌ ମଧ୍ୟରେ ଲେଢେଇ ଦେଖିବାକୁ ମିଳିଥିଲା। ଯେଉଁଥିରେ ଆଫ୍ରିଦିଙ୍କ ଟିମ୍‌ ରୋୟାଲ୍ସ ୬ ୱିକେଟ୍‌ରେ ବିଜୟୀ ହୋଇଥିଲା।

ସେହୱାଗଙ୍କ ଟିମ୍‌ ପ୍ୟାଲେସ ଡାଇମଣ୍ଡ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୪ ରନ କରିଥିଲା। ଜବାବରେ ରୟାଲ୍ସ ୧୫.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥଲା।

ଯଦିଓ ରୟାଲ୍ସ ଟିମ୍‌ ବିଜୟୀ ହୋଇଥିଲା କିନ୍ତୁ ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ସାଜିଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହୱାଗ। ସେ ମାତ୍ର ୩୧ଟି ବଲ ଖେଳି ୬୨ରନର ପାଳି ଖେଳିଥିଲେ। ଯେଉଁଥିରେ ସାମିଲ ଥିଲା ବିଶାଳ ୫ଟି ଛକା ଓ ଓ ୪ଟି ଚୌକା। ଏହି ପାଳିରେ ତାଙ୍କର ୨୦୦ ଷ୍ଟ୍ରାଇକରେଟ୍‌ ରହିଥିଲା। ଏହି ମ୍ୟାଚ୍‌ର ପ୍ରଥମ ବଲରେ ବିରେନ୍ଦ୍ର ସେହୱାଗ ଚୌକା ମାରିଥିଲେ। ଏହା ପୂର୍ବରୁ ସେହୱାଗ ଆଇପିଏଲରେ ମଧ ପ୍ରଥମ ବଲରେ ଚୌକା ମାରି ପାଳି ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ମାଷ୍ଟର ପ୍ରିମିୟର ଲିଗରେ ମଧ୍ୟ ସେହୱାଗ ପ୍ରଥମ ବଲରୁ ଚୌକା ଲଗାଇ ପାରି ଆରମ୍ବ କରିଥିଲେ। ଖେଳ ଶେଷରେ ସେହୱାଗ ଟ୍ୱିଟର୍‌ ମାଧ୍ୟମରେ କହିଥିଲେ ଯେ, ହତିଆର ଧରିବା ସେ ଛାଡ଼ିଦେଇଛନ୍ତି ହେଲେ ହତିଆର ଚଲାଇବା ଭୁଲିନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story