ଇମାମଙ୍କ ଧୂଆଁଧାର ଶତକ, ପାକିସ୍ତାନ ୩୫୮/୯

ବ୍ରିଷ୍ଟଲ୍: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଇମାମ୍ ଉଲ୍-ହକଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଫଳରେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୫୯ ରନ୍ କରିବାକୁ ପଡ଼ିବ। ପାକିସ୍ତାନ ପକ୍ଷରୁ ଇମାମ୍ ସର୍ବାଧିକ ୧୫୧ (୧୩୧ ବଲ୍, ୧୬ ଚୌକା, ୧ ଛକା) ରନ୍ କରିଛନ୍ତି। […]

imam

imam

Hemant Lenka
  • Published: Tuesday, 14 May 2019
  • Updated: 14 May 2019, 10:12 PM IST

Sports

Latest News

ବ୍ରିଷ୍ଟଲ୍: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଏଠାରେ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ ଇମାମ୍ ଉଲ୍-ହକଙ୍କ ଧୂଆଁଧାର ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଛି। ଫଳରେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବା ପାଇଁ ୩୫୯ ରନ୍ କରିବାକୁ ପଡ଼ିବ।

ପାକିସ୍ତାନ ପକ୍ଷରୁ ଇମାମ୍ ସର୍ବାଧିକ ୧୫୧ (୧୩୧ ବଲ୍, ୧୬ ଚୌକା, ୧ ଛକା) ରନ୍ କରିଛନ୍ତି। ତେବେ ଟିମର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଆସିଫ୍ ଅଲୀ ୫୨ (୪୩ ବଲ୍, ୨ ଚୌକା, ୩ ଛକା), ହାରିସ୍ ସୋହେଲ୍ ୪୧, ଅଧିନାୟକ ସର୍ଫରାଜ ଅହମ୍ମଦ ୨୭, ଇମାଦ୍ ୱାସିମ୍ ୨୨, ବାବର ଆଜମ ୧୫, ଫହୀମ ଅସରଫ୍ ୧୩ ଓ ହାସାନ୍ ଅଲୀ ଅପରାଜିତ ୧୮ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୪ଟି ଓ ଟମ୍ କରାନ୍ ୨ଟି ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୨ ରନରେ ବିଜୟୀ ହୋଇ ୧-୦ର ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍ ଜିତିଲେ ଇଂଲଣ୍ଡ ୨-୦ରେ ଆଗୁଆ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story