ଦ୍ୱିତୀୟ ଖେଳାଳି ଭାବେ ବିଶ୍ୱକପରେ ଏମିତି ଆଉଟ୍ ହେଲେ ଇମାମ୍

ଲର୍ଡ୍ସ: ବାଂଲାଦେଶ ବିପକ୍ଷ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ଓପ୍ନର ଇମାମ୍-ଉଲ୍-ହକ୍ ଶତକ ମାରିଛନ୍ତି। କିନ୍ତୁ ଶତକ ମାରିବା ପରେ ସେ ଯେଉଁଭଳି ଆଉଟ୍ ହେଲେ, ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଇମାମ୍ ଶତକ ମାରିବାର ପରବର୍ତ୍ତୀ ବଲରେ ହିଟ୍-ୱିକେଟ୍ ହୋଇଥିଲେ। ଏଥିସହ ବିଶ୍ୱକପ୍ ଇତିହାସରେ ହିଟ୍ ୱିକେଟ୍ ହେବାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଏ୍ ମଧ୍ୟ ଏହିଭଳି ଆଉଟ୍ ହୋଇଥିଲେ। ଆଜି ମ୍ୟାଚରେ ଇମାମ୍ ୧୦୦ ବଲରେ ୧୦୦ ରନ୍ […]

imam1

imam1

Hemant Lenka
  • Published: Friday, 05 July 2019
  • Updated: 05 July 2019, 10:01 PM IST

Sports

Latest News

ଲର୍ଡ୍ସ: ବାଂଲାଦେଶ ବିପକ୍ଷ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପାକିସ୍ତାନ ଓପ୍ନର ଇମାମ୍-ଉଲ୍-ହକ୍ ଶତକ ମାରିଛନ୍ତି। କିନ୍ତୁ ଶତକ ମାରିବା ପରେ ସେ ଯେଉଁଭଳି ଆଉଟ୍ ହେଲେ, ତାହା ଅତ୍ୟନ୍ତ ନୈରାଶ୍ୟଜନକ। ଇମାମ୍ ଶତକ ମାରିବାର ପରବର୍ତ୍ତୀ ବଲରେ ହିଟ୍-ୱିକେଟ୍ ହୋଇଥିଲେ। ଏଥିସହ ବିଶ୍ୱକପ୍ ଇତିହାସରେ ହିଟ୍ ୱିକେଟ୍ ହେବାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ତାଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ୍ ଗପ୍ଟିଏ୍ ମଧ୍ୟ ଏହିଭଳି ଆଉଟ୍ ହୋଇଥିଲେ। ଆଜି ମ୍ୟାଚରେ ଇମାମ୍ ୧୦୦ ବଲରେ ୧୦୦ ରନ୍ କରିଥିଲେ।

ଏହି ଘଟଣା ଘଟିଥିଲା ପାକିସ୍ତାନ ଇନିଂସର ୪୨ତମ ଓଭରରେ। ଏହି ସମୟରେ ବୋଲିଂ କରୁଥିଲେ ମୁସ୍ତାଫିଜୁର। ଏହି ଓଭରର ପଞ୍ଚମ ବଲରେ ଇମାମ୍ ସ୍କୋୟାର୍ ଲେଗକୁ ଶଟ୍ ମାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ପ୍ରୟାସରେ ତାଙ୍କ ପାଦ ଷ୍ଟମ୍ପରେ ବାଜିଥିଲା ଏବଂ ସେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।

ଏହିପରି ଆଉଟ୍ ହେବା କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ନୈରାଶ୍ୟଜନକ ହୋଇଥାଏ। ହିଟ୍-ୱିକେଟ୍ ହୋଇ ଇମାମ୍ ସେହି ଖେଳାଳିମାନଙ୍କ ଲିଷ୍ଟରେ ସାମିଲ୍ ହୋଇଛନ୍ତି, ଯେଉଁମାନେ ଦିନିକିଆ କ୍ରିକେଟରେ ଶତକ ମାରି ଏଭଳି ଆଉଟ୍ ହୋଇଛନ୍ତି।

ଏହି ତାଲିକାରେ ଆଗରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଫାଫ୍ ଡ୍ୟୁପ୍ଲେସିସ୍। ଡ୍ୟୁପ୍ଲେସିସ୍ ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୨୬ ରନ୍ କରି ହିଟ୍ ୱିକେଟ୍ ହୋଇଥିଲେ। ସେହିପରି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି (୧୦୭), ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ (୧୦୪) ଶତକ ମାରି ହିଟ୍-ୱିକେଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story