ବିଶ୍ୱକପରେ ତାହିରଙ୍କ ଆଉ ଏକ କୀର୍ତ୍ତିମାନ

ଲର୍ଡ୍ସ: ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର୍ ସ୍ପିନର୍ ଇମ୍ରାନ୍ ତାହିର୍ ନିଜ ଟିମ୍ ପାଇଁ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିଥିବା ତାହିର୍ ନିଜର ବ୍ୟକ୍ତିଗତ ଦ୍ୱିତୀୟ ୱିକେଟ୍ ନେବା ମାତ୍ରକେ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ। ତାହିରଙ୍କ ଏହା ୩୯ତମ ବିଶ୍ୱକପ୍ ୱିକେଟ୍ ଥିଲା। ଇମାମ୍ ଉଲ୍-ହକଙ୍କୁ ଆଉଟ୍ କରି ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସ୍ ବୋଲର ଆଲାନ୍ ଡୋନାଲ୍ଡଙ୍କୁ […]

tahir

tahir

Hemant Lenka
  • Published: Sunday, 23 June 2019
  • Updated: 23 June 2019, 08:49 PM IST

ଲର୍ଡ୍ସ: ଦକ୍ଷିଣ ଆଫ୍ରିକା ଦଳର ଷ୍ଟାର୍ ସ୍ପିନର୍ ଇମ୍ରାନ୍ ତାହିର୍ ନିଜ ଟିମ୍ ପାଇଁ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି। ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିଥିବା ତାହିର୍ ନିଜର ବ୍ୟକ୍ତିଗତ ଦ୍ୱିତୀୟ ୱିକେଟ୍ ନେବା ମାତ୍ରକେ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଥିଲେ।

ତାହିରଙ୍କ ଏହା ୩୯ତମ ବିଶ୍ୱକପ୍ ୱିକେଟ୍ ଥିଲା। ଇମାମ୍ ଉଲ୍-ହକଙ୍କୁ ଆଉଟ୍ କରି ସେ ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସ୍ ବୋଲର ଆଲାନ୍ ଡୋନାଲ୍ଡଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେବାରେ ସେ ପ୍ରଥମ ଆଫ୍ରିକୀୟ ବୋଲର ହୋଇଛନ୍ତି।

କେବଳ ଏତିକି ନୁହେଁ, ୪୦ ବର୍ଷୀୟ ତାହିର୍ ଆଫ୍ରିକୀୟ ବୋଲର ଭାବେ ସବୁଠାରୁ ଦ୍ରୁତ ୩୯ ୱିକେଟ୍ ନିଜ ନାମରେ କରିଛନ୍ତି। ତାହିର୍ ମାତ୍ର (୨୦୧୧ରୁ ୨୦୧୯) ତିନୋଟି ବିଶ୍ୱକପରେ ମାତ୍ର ୨୦ ମ୍ୟାଚ୍ ଖେଳି ଏହି ଉପଲବ୍ଧି ଅର୍ଜନ କରିଛନ୍ତି। ତେବେ ଡୋନାଲ୍ଡ (୧୯୯୨-୨୦୦୩) ୪ଟି ବିଶ୍ୱକପରେ ୨୫ ମ୍ୟାଚ୍ ଖେଳି ୩୮ ୱିକେଟ୍ ନେଇଥିଲେ। ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକା ପେସ୍ ବୋଲର ଶନ୍ ପୋଲକ। ପୋଲକ (୧୯୯୬-୨୦୦୭) ଚାରୋଟି ବିଶ୍ୱକପରେ ୩୧ ମ୍ୟାଚ୍ ଖେଳି ୩୧ ୱିକେଟ୍ ନିଜ ନାମରେ କରିଥିଲେ।

ବିଶ୍ୱକପରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକଗ୍ରାଙ୍କ ନାମରେ ରହିଛି। ମ୍ୟାକଗ୍ରା (୧୯୯୬-୨୦୦୭) ୪ଟି ବିଶ୍ୱକପରେ ୩୯ ମ୍ୟାଚ୍ ଖେଳି ୭୧ ୱିକେଟ୍ ନିଜ ନାମରେ କରିଛନ୍ତି। ଏହା ପରେ ଶ୍ରୀଲଙ୍କାର ମୁଥିଆ ମୁରଲିଧରନ (୧୯୯୬-୨୦୧୧) ୫ ବିଶ୍ୱକପରେ ୪୦ ମ୍ୟାଚ୍ ଖେଳି ୬୮ ୱିକେଟ୍ ନେଇଛନ୍ତି। ପାକିସ୍ତାନର ୱାସିମ୍ ଆକ୍ରାମ (୧୯୮୭-୨୦୦୩) ୫ ବିଶ୍ୱକପରେ ୩୮ ମ୍ୟାଚ୍ ଖେଳି ୫୫ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଅଛନ୍ତି।

ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ୍ ଜାହିର୍ ଖାନ୍ ନେଇଛନ୍ତି। ଜାହିର୍ (୨୦୦୩-୨୦୧୧) ତିନୋଟି ବିଶ୍ୱକପରେ ୨୩ ମ୍ୟାଚ୍ ଖେଳି ୪୪ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story