କଲମ୍ବୋରେ କାର୍ତ୍ତିକଙ୍କ କମାଲ୍‌: ୮ଟି ବଲରୁ ୨୯ ରନ୍‌ କରି ହୃଦୟ ଜିତିଲେ

ବାଂଲାଦେଶକୁ ହରାଇ ନିଦାହାସ ଟ୍ରଫି ନିଜ ନାଁରେ କରିଛି ଭାରତ। ଫାଇନାଲ୍‌ ମ୍ୟାଚ୍‌ ବେଶ ରୋମାଞ୍ଚକ ଥିଲା। ମ୍ୟାଚ୍‌ର ଫଳାଫଳ ପାଇଁ ଶେଷ ଓଭରର ଶେଷ ବଲ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ସମସ୍ତଙ୍କୁ। କାରଣ ଚାମ୍ପିୟନ ହେଉ ହେଉ ବାଂଲାଦେଶ ରହିଗଲା। ଆଉ ବାଂଲାଦେଶ ମୁହଁରୁ ମ୍ୟାଚ୍‌ ଛଡ଼ାଇଆଣିଲା ଭାରତ। ଗୋଟିଏ ସମୟରେ ଏଭଳି ଲାଗୁଥିଲା ବାଂଲାଦେଶ ସହଜରେ ଏହି ମ୍ୟାଚ୍‌ ଜିତିଯିବ। କିନ୍ତୁ ଶେଷ ବଲରେ ଛକା ମାରି ଭାରତକୁ ଚାମ୍ପିୟନ କରାଇଛନ୍ତି ଦିନେଶ […]

karthik

karthik

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 11:41 PM IST

Sports

Latest News

ବାଂଲାଦେଶକୁ ହରାଇ ନିଦାହାସ ଟ୍ରଫି ନିଜ ନାଁରେ କରିଛି ଭାରତ। ଫାଇନାଲ୍‌ ମ୍ୟାଚ୍‌ ବେଶ ରୋମାଞ୍ଚକ ଥିଲା। ମ୍ୟାଚ୍‌ର ଫଳାଫଳ ପାଇଁ ଶେଷ ଓଭରର ଶେଷ ବଲ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା ସମସ୍ତଙ୍କୁ। କାରଣ ଚାମ୍ପିୟନ ହେଉ ହେଉ ବାଂଲାଦେଶ ରହିଗଲା। ଆଉ ବାଂଲାଦେଶ ମୁହଁରୁ ମ୍ୟାଚ୍‌ ଛଡ଼ାଇଆଣିଲା ଭାରତ। ଗୋଟିଏ ସମୟରେ ଏଭଳି ଲାଗୁଥିଲା ବାଂଲାଦେଶ ସହଜରେ ଏହି ମ୍ୟାଚ୍‌ ଜିତିଯିବ। କିନ୍ତୁ ଶେଷ ବଲରେ ଛକା ମାରି ଭାରତକୁ ଚାମ୍ପିୟନ କରାଇଛନ୍ତି ଦିନେଶ କାର୍ତ୍ତିକ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୬୬ ରନ୍। ତେବେ ୬ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ।

ଆଜିର ମ୍ୟାଚ୍‌ରେ ଆକର୍ଷଣୀୟ ବ୍ୟାଟିଂ କରି ଭାରତକୁ ପରାଜୟ ମୁହଁରୁ ରକ୍ଷା କରି ବିଜୟୀ  କରାଇଥିବାରୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଛନ୍ତି କାର୍ତ୍ତିକ। କାର୍ତ୍ତିକଙ୍କ ଏହି ବିସ୍ଫୋରକ ପାଳି କୋଟି କୋଟି ଲୋକଙ୍କ ହୃଦୟ ଜିତିନେଇଛି। କ୍ରୀଡାପ୍ରେମୀ ଖୁସିରେ ବିଭୋର ହୋଇଯାଇଛନ୍ତି ଏବଂ କାର୍ତ୍ତିକଙ୍କୁ ବିଜୟର ସମସ୍ତ ଶ୍ରେୟ ଦେଇଛନ୍ତି। କେହିବି ବିଶ୍ୱାସ କରିନଥିଲେ, ଶେଷ ବଲ୍‌ରେ ୫ ରନ୍‌ କରି ଭାରତ ଆଉ ମ୍ୟାଚ୍‌ ଜିତିପାରିବ। କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଦେଲେ କାର୍ତ୍ତିକ। ସେ ମାତ୍ର ୮ଟି ବଲ୍‌ ଖେଳି ବିସ୍ଫୋରକ ୨୯ରନ କରିଛନ୍ତି ଯେଉଁଥିରେ ରହିଛି ୩ଟି ଛକା ଓ ୨ଟି ଚୈକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story