ଆଜିଠୁ ଆଇପିଏଲ୍: ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରେ ଉଦ୍‌ଘାଟନୀ ଲଢ଼େଇ

ହାଇଦ୍ରାବାଦ: ଆଜି ଠାରୁ ଆରମ୍ଭ ହେବକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ର ଦଶମ ସଂସ୍କରଣ। ଏହି ଫଟାଫଟ୍‌ କ୍ରିକେଟ୍‌କୁ ଦେଖିବାକୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦୁଇ ଗୁଣିତ ହୋଇଗଲାଣି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ମେ ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ଉଦଘାଟନୀ ମ୍ୟାଚ୍‌ ଗତବର୍ଷର ଚାମ୍ପିୟନ୍‌ ସନରାଇଜର୍ସ୍‌ ହାଇଦ୍ରାବାଦ୍‌ ସହ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ମଧ୍ୟରେ ହେବ। ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ […]

ipl match

ipl match

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 04:14 PM IST

Sports

Latest News

ହାଇଦ୍ରାବାଦ: ଆଜି ଠାରୁ ଆରମ୍ଭ ହେବକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବା ଆଇପିଏଲ୍‌ର ଦଶମ ସଂସ୍କରଣ। ଏହି ଫଟାଫଟ୍‌ କ୍ରିକେଟ୍‌କୁ ଦେଖିବାକୁ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦୁଇ ଗୁଣିତ ହୋଇଗଲାଣି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ମେ ମାସ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜିର ଉଦଘାଟନୀ ମ୍ୟାଚ୍‌ ଗତବର୍ଷର ଚାମ୍ପିୟନ୍‌ ସନରାଇଜର୍ସ୍‌ ହାଇଦ୍ରାବାଦ୍‌ ସହ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍‌ ମଧ୍ୟରେ ହେବ। ଏହି ମ୍ୟାଚ୍‌ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ। ଆଜିର ଏହି ଉଦଘାଟନୀ ସନ୍ଧ୍ୟାରେ ବହୁ ଜଣାସୁଣା ସେଲିବ୍ରେଟୀ ତାଙ୍କ ଯାଦୁ ଦେଖାଇବେ।

ଏହି ପ୍ରତିଯୋଗିତାରେ ମୋଟ ୫୬ଟି ମ୍ୟାଚ୍‌ ଖେଳାଯିବା। ହାଇଦ୍ରାବାଦ, ବାଙ୍ଗାଲୋର, ମୁମ୍ବାଇ, କୋଲକାତା, ଦିଲ୍ଲୀ, ମୋହାଲି, ରାଜକୋଟ୍‌, ଇନ୍ଦୋର ଓ କାନପୁରରେ ଏହି ସବୁ ମ୍ୟାଚ୍ ଖେଳାଯିବ। ପ୍ରତ୍ୟେକ ଟିମ୍‌ ୧୬ଟି ଲେଖାଏଁ ଲିଗ୍‌ ମ୍ୟାଚ୍ ଖେଳିବେ। ପ୍ରତ୍ୟେକ ଟିମ୍‌ ନିଜ ହୋମ୍‌ ଗ୍ରାଉଣ୍ଡରେ ୮ଟି ମ୍ୟାଚ୍‌ ଖେଳିବାକୁ ଥିବାବେଳେ ବାହାରେ ୮ଟି ମ୍ୟାଚ୍ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story